ରଖିଲେ ଶିବ ମାରିବ କିଏ
ରଖିଲେ ଶିବ ମାରିବ କିଏ | |
---|---|
ନିର୍ଦ୍ଦେଶକ | ସଂଗ୍ରାମ ବିଶ୍ୱାଳ |
ପ୍ରଯୋଜକ | ରଣଜିତ ବିଶ୍ୱାଳ ମାନସୀ ବିଶ୍ୱାଳ |
ସଂଳାପ | ରତିକାନ୍ତ ମିଶ୍ର |
ଚିତ୍ରନାଟ୍ୟ | ସଂଗ୍ରାମ ବିଶ୍ୱାଳ |
କାହାଣୀ | ଟି. ରାଜେନ୍ଦ୍ର |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବୀଣା ମହାରଣା ରାଇମୋହନ ପରିଡ଼ା ସିଦ୍ଧାନ୍ତ ମହାପାତ୍ର ପ୍ରିୟଙ୍କା ମହାପାତ୍ର ଦେବୁ ବୋଷ ଦୁଃଖିରାମ ସ୍ୱାଇଁ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯୯୪ |
ଦେଶ | ![]() |
ଭାଷା | ଓଡ଼ିଆ |
ରଖିଲେ ଶିବ ମାରିବ କିଏ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରଣଜିତ ବିଶ୍ୱାଳ ଏବଂ ମାନସୀ ବିଶ୍ୱାଳ । ଟି. ରାଜେନ୍ଦ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ରତିକାନ୍ତ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।[୨][୩]
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବୀଣା ମହାରଣା, ରାଇମୋହନ ପରିଡ଼ା, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ଦେବୁ ବୋଷ, ଦୁଃଖିରାମ ସ୍ୱାଇଁ, ଜୟୀରାମ ସାମଲ, ମାମିନା, ଗୀତା ଦତ୍ତ, ସତ୍ୟ, ବ୍ରଜ ସିଂହ, ଧୀର ବିଶ୍ୱାଳ, ନରେନ୍ଦ୍ର ବେହେରା, ଅସୀତ ପତି, ନବନୀତା, ମୁନୁ ପତି, କୁଳମଣି ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ବିଷୟସୂଚୀ
ଅଭିନୟ[ସମ୍ପାଦନା]
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ବୀଣା ମହାରଣା
- ରାଇମୋହନ ପରିଡ଼ା
- ସିଦ୍ଧାନ୍ତ ମହାପାତ୍ର
- ପ୍ରିୟଙ୍କା ମହାପାତ୍ର
- ଦେବୁ ବୋଷ
- ଦୁଃଖିରାମ ସ୍ୱାଇଁ
- ଜୟୀରାମ ସାମଲ
- ମାମିନା
- ଗୀତା ଦତ୍ତ
- ସତ୍ୟ
- ବ୍ରଜ ସିଂହ
- ଧୀର ବିଶ୍ୱାଳ
- ନରେନ୍ଦ୍ର ବେହେରା
- ଅସୀତ ପତି
- ନବନୀତା
- ମୁନୁ ପତି
- କୁଳମଣି ସାହୁ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ବିଭୁ କିଶୋର, ଲୋପିତା ମିଶ୍ର, ଅକ୍ଷୟ ମହାନ୍ତି, ଦେବାଶିଷ ମହାପାତ୍ର, ପ୍ରିତିନନ୍ଦା ରାଉତରାୟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
- ↑ "ଓଲିଉଡ଼୍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 10 September 2018. Retrieved 10 September 2018.CS1 maint: Unrecognized language (link)
- ↑ "ହୋ ଭାଷାର ପ୍ରଥମ ସିନେମାରେ ଏହି ଓଲିଉଡ ନାୟକ". sambad.in. 12 February 2018. Retrieved 17 February 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
ବାହାର ଆଧାର[ସମ୍ପାଦନା]
- ରଖିଲେ ଶିବ ମାରିବ କିଏ ଇଣ୍ଟରନେଟ ମୁଭି ଡାଟାବେସରେ