ଉଦଣ୍ଡୀ ସୀତା

ଉଇକିପିଡ଼ିଆ ରୁ
Jump to navigation Jump to search
ଉଦଣ୍ଡୀ ସୀତା
ନିର୍ଦ୍ଦେଶକଅବତାର ସିଂ
ପ୍ରଯୋଜକରବି ସ୍ୱାଇଁ
ସଂଳାପଗୋପାଳ ଦେ
ଚିତ୍ରନାଟ୍ୟଅବତାର ସିଂହ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ରାଇମୋହନ ପରିଡ଼ା
ଜୟୀରାମ ସାମଲ
ବିଜୟ ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ଉଦଣ୍ଡୀ ସୀତା, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବି ସ୍ୱାଇଁ ।[୧] ଗୋପାଳ ଦେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ବିଜୟ ମହାନ୍ତି, ଦୁର୍ଲଭ ସିଂହ, ଅଶ୍ରୁମୋଚନ ମହାନ୍ତି, ନେତ୍ରାନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଟି. ସୌରୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କଣ୍ଠଦାନ କରିବା ଆରମ୍ଭ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଯେଉଁ ଗୀତଟି ଟି-ସୌରୀଙ୍କୁ ଷ୍ଟାର ବନାଇଥିଲା - Odisha Live". DailyHunt (in Odia). Odisha: Odisha.live. 21 May 2018. Archived from the original on 14 January 2019. Retrieved 14 January 2019.CS1 maint: Unrecognized language (link)
  2. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". https://enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019. External link in |work= (help)
  3. "ଓଲିଉଡ୍‌କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.CS1 maint: Unrecognized language (link)

ବାହାର ଆଧାର[ସମ୍ପାଦନା]