ଦାଦାଗିରି

ଉଇକିପିଡ଼ିଆ ରୁ
Jump to navigation Jump to search
ଦାଦାଗିରି
ନିର୍ଦ୍ଦେଶକରାକେଶ ମହାନ୍ତି
ପ୍ରଯୋଜକପୂର୍ଣ୍ଣ ମହାନ୍ତି
ରୁନୁ ପଣ୍ଡା
ସଂଳାପନିଜାମ
ଚିତ୍ରନାଟ୍ୟରାକେଶ ମହାନ୍ତି
କାହାଣୀନିଜାମ
କଳାକାରଉତ୍ତମ ମହାନ୍ତି
ମିହିର ଦାସ
ପୃଥ୍ୱୀରାଜ ନାୟକ
ଦେବୁ ବୋଷ
ସ୍ନିଗ୍ଧା ମହାନ୍ତି
କୁନି ମିଶ୍ର
ରାଇମୋହନ ପରିଡ଼ା
ଅସୀତ ପତି
ଦୁଃଖିରାମ ସ୍ୱାଇଁ
ପ୍ରଭାତି ସାହୁ
ସଙ୍ଗୀତହରି ମଉବାରାକ୍
ଚିତ୍ରଗ୍ରହଣଅଶୋକ ସ୍ୱାଇଁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୩
ଦେଶ ଭାରତ
ଭାଷାଓଡ଼ିଆ

ଦାଦାଗିରି, ୧୯୯୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପୂର୍ଣ୍ଣ ମହାନ୍ତି ଓ ରୁନୁ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ନିଜାମ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ରାକେଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଉତ୍ତମ ମହାନ୍ତି, ମିହିର ଦାସ, ପୃଥ୍ୱୀରାଜ ନାୟକ, ଦେବୁ ବୋଷ, ସ୍ନିଗ୍ଧା ମହାନ୍ତି, କୁନି ମିଶ୍ର, ରାଇମୋହନ ପରିଡ଼ା, ଅସୀତ ପତି, ଦୁଃଖୀରାମ ସ୍ୱାଇଁ, ପ୍ରଭାତି ସାହୁ, ସୁଲୁ ମହାନ୍ତି, ଦେବୁ ବ୍ରହ୍ମା, ଯୁବଶ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହରି ମଉବାରାକ୍ । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ୍, ଜୁବିନ୍ ଅଦେନୀ, ଗୀତା ଦାଶ, ଡଲି, ଉତ୍ତରା କେଲକର୍, ମହମ୍ମଦ ସାଜିଦ୍, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଆରପାରିରେ ଅସୀମ ବସୁ". http://odishaupdate.in. 1 February 2017. Retrieved 3 September 2018. External link in |work= (help)
  2. "ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମଞ୍ଚ ଅଭିନେତା ଅସୀମ ବସୁଙ୍କ ପରଲୋକ | Odisha Live". Odisha Live. 1 February 2017. Retrieved 3 September 2018.
  3. "ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ". Odisha Times. 1 February 2017. Retrieved 3 September 2018.

ବାହାର ଆଧାର[ସମ୍ପାଦନା]