ମା ମଙ୍ଗଳା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ମା ମଙ୍ଗଳା
ନିର୍ଦ୍ଦେଶକସୂର୍ଯ୍ୟ ମିଶ୍ର
ପ୍ରଯୋଜକବାସୁଦେବ ତ୍ରିପାଠୀ
ସଂଳାପଆଲୋକ ରାୟ
ଚିତ୍ରନାଟ୍ୟସୂର୍ଯ୍ୟ ମିଶ୍ର
କାହାଣୀବାସୁଦେବ ତ୍ରିପାଠୀ
କଳାକାରନୈନା ଦାସ
ଜ୍ୟୋତି ମିଶ୍ର
ଶ୍ରୀତମ ଦାସ
ମୀନକେତନ
ସଙ୍ଗୀତବିଜୁ ସ୍ୱାଇଁ
ଚିତ୍ରଗ୍ରହଣଶୁଭ୍ରାଂସୁ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୦ ଜାନୁଆରୀ ୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ମା ମଙ୍ଗଳା, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବାସୁଦେବ ତ୍ରିପାଠୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଆଲୋକ ରାୟ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ନୈନା ଦାସ, ଜ୍ୟୋତି ମିଶ୍ର, ଶ୍ରୀତମ ଦାସ, ମୀନକେତନ, ସରୋଜ ଦାସ, ପ୍ରଭାତ, ମେଘମ୍ବରୀ, ରବି ମିଶ୍ର, ସୂର୍ଯ୍ୟ ମିଶ୍ର, ବିଜୟ ମହାନ୍ତି, ବୀଣା ମହାରଣା, ପିଣ୍ଟୁ ନନ୍ଦ, ରାଇମୋହନ ପରିଡ଼ା, ବାବୁ ପ୍ରଧାନ, ବାସୁଦେବ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୁ ସ୍ୱାଇଁ । ନିର୍ମଳ ନାୟକ ଏବଂ ବିଜୁ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ଶକ୍ତି ମିଶ୍ର, ଇରା ମହାନ୍ତି, ଗୋପିନାଥ ମହାପାତ୍ର, ସୁନୀଲ ନାୟକ, ପ୍ରୀତିନନ୍ଦା ରାଉତରାୟ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]