କୁଳ ନନ୍ଦନ
ଦେଖଣା
| କୁଳ ନନ୍ଦନ | |
|---|---|
| ନିର୍ଦ୍ଦେଶକ | ହିମାଂଶୁ ପରିଜା |
| ପ୍ରଯୋଜକ | ରବିନ୍ଦ୍ର ସାହୁ, ରଞ୍ଜିତ ସାହୁ |
| ସଂଳାପ | ବିଜୟ ମିଶ୍ର |
| କାହାଣୀ | ରବିନ୍ଦ୍ର ସାହୁ ଚଞ୍ଚଳା ସାହୁ |
| କଳାକାର | ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ମିହିର ଦାସ, ଦେବୁ ବୋଷ |
| ସଙ୍ଗୀତ | ସ୍ୱରୂପ ନାୟକ ଅକ୍ଷୟ ମହାନ୍ତି |
| ଚିତ୍ରଗ୍ରହଣ | ଶାମ୍ବା |
| ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୯୫ |
| ଦେଶ | |
| ଭାଷା | ଓଡ଼ିଆ |
ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କୁଳ ନନ୍ଦନ ୧୯୯୫ ମସିହାରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘କୁଳ ନନ୍ଦନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସିଦ୍ଧାନ୍ତ ମହାପାତ୍ର[୨]
- ରଚନା ବାନାର୍ଜୀ
- ଦେବୁ ବୋଷ
- ବିଜୟ ମହାନ୍ତି
- ମିହିର ଦାସ
- ମହାଶ୍ୱେତା ରାୟ
- ସୁରେଶ ବଳ
- ସାତ୍ୟକି ମିଶ୍ର
- ବୈଶାଳୀ ପରିଡ଼ା
- ରାଇମୋହନ
- ଜୟୀରାମ ସାମଲ
- ବ୍ରଜ ସିଂହ
- ସୋମ ଭୌମିକ
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2015-09-24. Retrieved 2016-03-08.
{{cite web}}: Cite has empty unknown parameter:|1=(help) - ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କୁଳ ନନ୍ଦନ