ଏମିତି ଭାଇ ଜଗତେ ନାହିଁ
Jump to navigation
Jump to search
ଏମିତି ଭାଇ ଜଗତେ ନାହିଁ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
ପ୍ରଯୋଜକ | ଅନପୂର୍ଣ୍ଣା ନନ୍ଦ |
ସଂଳାପ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ପ୍ରଶାନ୍ତ ନନ୍ଦ ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ରାଇମୋହନ ପରିଡ଼ା ହର ପଟ୍ଟନାୟକ ସୁରେଶ ବଳ |
ସଙ୍ଗୀତ | ପ୍ରଶାନ୍ତ ନନ୍ଦ |
ଚିତ୍ରଗ୍ରହଣ | ଭି. ପ୍ରଭାକର |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୬ ଜାନୁଆରୀ ୧୯୯୪ |
ଦେଶ | ![]() |
ଭାଷା | ଓଡ଼ିଆ |
ଏମିତି ଭାଇ ଜଗତେ ନାହିଁ, ୧୯୯୪ରେ ମୁକ୍ତିଲାଭ କରିଥିବ ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନପୂର୍ଣ୍ଣା ନନ୍ଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ଓ ସ୍ୱର ସଂଯୋଜନା କରିଥିଲେ ।
ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ହର ପଟ୍ଟନାୟକ, ସୁରେଶ ବଳ, ଶ୍ରୀକାନ୍ତ ଗୌତମ, ଶଙ୍କର ବାସୁ ମଲ୍ଲିକ, ପୃଥ୍ୱୀରାଜ ନାୟକ, ଶତାବ୍ଦୀ ରାୟ, ପ୍ରତିଭା ସାହୁ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
- ପ୍ରଶାନ୍ତ ନନ୍ଦ
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ରାଇମୋହନ ପରିଡ଼ା
- ହର ପଟ୍ଟନାୟକ
- ସୁରେଶ ବଳ
- ଶ୍ରୀକାନ୍ତ ଗୌତମ
- ଶଙ୍କର ବାସୁ ମଲ୍ଲିକ
- ପୃଥ୍ୱୀରାଜ ନାୟକ
- ଶତାବ୍ଦୀ ରାୟ
- ପ୍ରତିଭା ସାହୁ
- ଜୟୀରାମ ସାମଲ
- ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ[୧]
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଗୀତା ଦାଶ, ସୁବାସ ଦାସ, ଅନୀତ ଗୋସ୍ୱାମୀ, କବିତା କ୍ରିଷ୍ଣମୂର୍ତ୍ତୀ, ଜଲି ମୁଖାର୍ଜୀ, ମହମ୍ମଦ ସାଜିଦ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
- ↑ "ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com". Dharitri.com (in ଇଂରାଜୀ). Archived from the original on 24 August 2018. Retrieved 24 August 2018.
ବାହାର ଆଧାର[ସମ୍ପାଦନା]
- ଏମିତି ଭାଇ ଜଗତେ ନାହିଁ ଇଣ୍ଟରନେଟ ମୁଭି ଡାଟାବେସରେ