ତୋ ବିନା ମୋ କାହାଣୀ ଅଧା
Appearance
ତୋ ବିନା ମୋ କାହାଣୀ ଅଧା | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ପୂର୍ଣ୍ଣଚନ୍ଦ୍ର ଦାସ, ବିଜୟ କୁମାର ପାତ୍ର |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ବିଜୟ ମିଶ୍ର |
କାହାଣୀ | ସଞ୍ଜୟ ନାୟକ |
କଳାକାର | ଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ଅରବିନ୍ଦ, ବିଜୁ ବଡ଼ଜେନା, ଅଜିତ ଦାସ |
ସଙ୍ଗୀତ | ଶାନ୍ତିରାଜ ଖୋସଲା |
ଚିତ୍ରଗ୍ରହଣ | ଶାମ୍ବା |
ସମ୍ପାଦକ | ଶିବ ପ୍ରସାଦ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୫ ଅଗଷ୍ଟ ୨୦୦୭ [୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ତୋ ବିନା ମୋ କାହାଣୀ ଅଧା [୨] ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆକଥାଚିତ୍ର ‘ତୋ ବିନା ମୋ କାହାଣୀ ଅଧା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଅନୁଭବ ମହାନ୍ତି
- ଅର୍ଚ୍ଚିତା ସାହୁ
- ଅଜିତ ଦାସ
- ଅନିତା ଦାସ
- ଅରବିନ୍ଦ
- ବିଜୁ ବଡ଼ଜେନା
- ଦେବଯାନୀ
- ଜିନା ସାମଲ
- ରାଇମୋହନ ପରିଡ଼ା
- ଜୟୀରାମ ସାମଲ
- ଚକ୍ରଧର ଜେନା
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଶାନ୍ତିରାଜ ଖୋସଲା
- ଗୀତିକାର: ବିଜୟ ମଲ୍ଲ, ଡ. ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
- ପ୍ରଚ୍ଛଦପଟ ଗାୟକ: ନିବେଦିତା, ଅଭିଜିତ, ବାବୁଲ ସୁପ୍ରିଅ, ପଙ୍କଜ ଜାଲ, ସଞ୍ଜୁ, ସ୍ୱୟମ
ଆଧାର
[ସମ୍ପାଦନା]- ↑ ଅନୁପମ ଭାରତ, ୨୧ ଅକ୍ଟୋବର ୨୦୧୧, ପୃଷ୍ଠା-୧୧
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ତୋ ବିନା ମୋ କାହାଣୀ ଅଧା