ବିଧାତା (୨୦୦୩ର ଚଳଚ୍ଚିତ୍ର)
ଦେଖଣା
ବିଧାତା | |
---|---|
ନିର୍ଦ୍ଦେଶକ | ସଂଗ୍ରାମ ବିଶ୍ୱାଳ |
ପ୍ରଯୋଜକ | ଫେଲୁ ମହାନ୍ତି, ବିଷ୍ଣୁ ଦତ୍ତ |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନଗୋ |
ଚିତ୍ରନାଟ୍ୟ | ସଂଗ୍ରାମ ବିଶ୍ୱାଳ |
କାହାଣୀ | ସଂଗ୍ରାମ ବିଶ୍ୱାଳ |
କଳାକାର | ସିଦ୍ଧାନ୍ତ ମହାପାତ୍ର ମିହିର ଦାସ ନମ୍ରତା ଦାସ ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି |
ସଙ୍ଗୀତ | ଦୀପକ କୁମାର |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୮୮ଲକ୍ଷ ୭୫ହଜାର |
ବିଧାତା, ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଫେଲୁ ମହାନ୍ତି ଓ ବିଷ୍ଣୁ ଦତ୍ତ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩]
ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ନମ୍ରତା ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଇଲୁ ବାନାର୍ଜୀ, ପ୍ରଦ୍ୟୁମ୍ନ ଲେଙ୍କା, ମୀନକେତନ, ସାତ୍ୟକି ମିଶ୍ର, ପ୍ରେମାଞ୍ଜନ ପରିଡ଼ା, ରାଇମୋହନ, ବୀରେନ ରାଉତରାୟ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୪]
- ମିହିର ଦାସ
- ନମ୍ରତା ଦାସ
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଇଲୁ ବାନାର୍ଜୀ
- ପ୍ରଦ୍ୟୁମ୍ନ ଲେଙ୍କା
- ମୀନକେତନ
- ସାତ୍ୟକି ମିଶ୍ର
- ପ୍ରେମାଞ୍ଜନ ପରିଡ଼ା
- ରାଇମୋହନ
- ବୀରେନ ରାଉତରାୟ
- ଜୟୀରାମ ସାମଲ
- ବ୍ରଜ ସିଂହ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର । ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଆଧାର
[ସମ୍ପାଦନା]- ↑ "ଓଲିଉଡ଼୍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 13 September 2018. Retrieved 10 September 2018.
{{cite news}}
: CS1 maint: unrecognized language (link) - ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ "ସଂଗ୍ରାମଙ୍କ ସିନେମାରେ ନାହାନ୍ତି ବର୍ଷା". ନିର୍ଭୟ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିଧାତା