କଣ୍ଢେଇ ଆଖିରେ ଲୁହ
ଦେଖଣା
କଣ୍ଢେଇ ଆଖିରେ ଲୁହ | |
---|---|
ନିର୍ଦ୍ଦେଶକ | ରବି କିନ୍ନାଗି |
ପ୍ରଯୋଜକ | ପ୍ରଭାତ ରଞ୍ଜନ ପଟ୍ଟନାୟକ |
ଚିତ୍ରନାଟ୍ୟ | ରବି କିନ୍ନାଗୀ |
କାହାଣୀ | ଶଙ୍କର କିନ୍ନାଗୀ |
କଳାକାର | ସିଦ୍ଧାନ୍ତ ମହାପାତ୍ର ରଚନା ବାନାର୍ଜୀ ଦେବୁ ବୋଷ ରାଇମୋହନ ପରିଡ଼ା ପ୍ରେମାଞ୍ଜନ ପରିଡ଼ା ଜୟୀରାମ ସାମଲ ରୁନୁ ପରିଜା ନମ୍ରତା ଦାସ ସୁରେଶ ବଳ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କଣ୍ଢେଇ ଆଖିରେ ଲୁହ, ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତ ରଞ୍ଜନ ପଟ୍ଟନାୟକ ।[୨][୩] ଶଙ୍କର କିନ୍ନାଗୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରବି କିନ୍ନାଗୀ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ, ରାଇମୋହନ ପରିଡ଼ା, ପ୍ରେମାଞ୍ଜନ ପରିଡ଼ା, ଜୟୀରାମ ସାମଲ, ରୁନୁ ପରିଜା, ନମ୍ରତା ଦାସ, ସୁରେଶ ବଳ, ଅଶୋକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୪]
- ରଚନା ବାନାର୍ଜୀ[୫]
- ଦେବୁ ବୋଷ
- ରାଇମୋହନ ପରିଡ଼ା
- ପ୍ରେମାଞ୍ଜନ ପରିଡ଼ା
- ଜୟୀରାମ ସାମଲ
- ରୁନୁ ପରିଜା
- ନମ୍ରତା ଦାସ
- ସୁରେଶ ବଳ
- ଅଶୋକ
- ସ୍ୱରୂପ ନାୟକ[୬]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି ।[୭] ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ନିଜାମ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁପମା ଦେଶପାଣ୍ଡେ, ସୋନୁ ନିଗମ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ସିନ୍ଦୂର ତ ପର କଲା" | |
2. | "ମାଆ କାଳି ମହାକାଳୀ" | |
3. | "ଝୁମୁକା ଥିଲା" | |
4. | "ଘରକୁ ସୁନ୍ଦର" | |
5. | "ଚାଲିବ ଚାଲିବ" | |
6. | "ଚୁଲବୁଲି ଚୁଲବୁଲି" |
ଆଧାର
[ସମ୍ପାଦନା]- ↑ "Be Prepared To Be Thrilled Soon By 'Rahasya'". Mycitylinks- Bhubaneswar | Cuttack | Puri (in ଇଂରାଜୀ). Archived from the original on 10 January 2019. Retrieved 29 December 2018.
- ↑ "ଫିଲ୍ମ ପ୍ରଯୋଜକ କୁଶ ପଟ୍ଟନାୟକଙ୍କ ପରଲୋକ | Odisha Reporter". odishareporter.in. 1 July 2018. Retrieved 26 August 2018.
- ↑ "ସ୍ମୃତିରେ ସ୍ମୃତିରେ କୁଶ ଭାଇ - Sambad | DailyHunt". DailyHunt (in ଇଂରାଜୀ). ସମ୍ବାଦ. 1 July 2017. Retrieved 26 August 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ରଚନାଙ୍କ ପରେ ଓଲିଉଡରେ ରାଜ୍ କରୁଛନ୍ତି ବଙ୍ଗୀୟ ନାୟିକା ଝିଲିକ - Odisha Live | DailyHunt". DailyHunt (in ଇଂରାଜୀ). Odisha Live. 24 May 2018. Retrieved 26 August 2018.
- ↑ "ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ | Sambad". Sambad. 8 February 2018. Retrieved 26 August 2018.
- ↑ "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କଣ୍ଢେଇ ଆଖିରେ ଲୁହ