ପ୍ରିୟା ମୋ ପ୍ରିୟା

ଉଇକିପିଡ଼ିଆ‌ରୁ
ପ୍ରିୟା ମୋ ପ୍ରିୟା
ନିର୍ଦ୍ଦେଶକଗୁଡ଼ିଆ ମହାପାତ୍ର
ପ୍ରଯୋଜକସ୍ୱର୍ଣ୍ଣଲତା ଦାସ
ସଂଳାପପ୍ରଦୀପ ନନ୍ଦ
ଚିତ୍ରନାଟ୍ୟଗୁଡ଼ିଆ ମହାପାତ୍ର, ସ୍ୱରୂପ ନାୟକ
କାହାଣୀପୂର୍ଣ୍ଣଚନ୍ଦ୍ର ଦାସ
କଳାକାରଅନୁଭବ ମହାନ୍ତି, ନମ୍ରତା ଥାପା, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ହରିହର ମାହାପାତ୍ର
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକବି. ସତ୍ୟନାରାୟଣ
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ପ୍ରିୟା ମୋ ପ୍ରିୟା, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସ୍ୱର୍ଣ୍ଣଲତା ଦାସ । ପୂର୍ଣ୍ଣଚନ୍ଦ୍ର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଗୁଡ଼ିଆ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨] ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ନମ୍ରତା ଥାପା ।[୩] ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ଲିସା ମହାନ୍ତି, ଜୟୀରାମ ସାମଲ, ହରିହର ମହାପାତ୍ର, ଅନିତା ଦାସ, ଦେବୁ ବୋଷ, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକଦେବଦାସ ଛୋଟରାୟ, ବିଜୟ ମଲ୍ଲ, ସ୍ୱରୂପ ନାୟକ, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତଟିର ଗୀତ ରଚନା କରିଥିଲେ । କୁମାର ବାପି, ସୋମା ଭଟ୍ଟାଚାର୍ଯ୍ୟ, ତପୁ ମିଶ୍ର, ରୂପାଲି, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ହାତ ମାର ନା ରେ" 
2."ଆଖିରେ ଆଖି ମିଶିବ" 
3."ବାସନ୍ତି ପବନରେ" 
4."ତ ଦିନ ମୋ ମନ" 
5."ତ ଦିନ ମୋ ମନ (ଦୁଃଖ)" 
6."ପ୍ରିୟା ପ୍ରିୟା" 
7."ଆକାଶକୁ ପାଣିକୁ" 

ଆଧାର[ସମ୍ପାଦନା]

  1. "ଜାଣନ୍ତୁ କାହିଁକି ପ୍ରଯୋଜକଙ୍କ ଉପରେ ଚିଡିଥିଲେ 'ଯୋଗୀ' ଓରଫ ହର ରଥ ?". sambad.in. 11 December 2017. Retrieved 27 February 2018.
  2. "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
  3. "ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା". sambad.in. 31 March 2018. Retrieved 2 April 2018.
  4. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  5. "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]