ପଥର ଖସୁଚି ବଡ଼ ଦେଉଳୁ
ପଥର ଖସୁଚି ବଡ଼ ଦେଉଳୁ | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ରାଜୁ ମିଶ୍ର |
ସଂଳାପ | ରମେଶ ପାଣିଗ୍ରାହୀ |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ରାଜୁ ମିଶ୍ର |
କଳାକାର | ବିଜୟ ମହାନ୍ତି ତନ୍ଦ୍ରା ରାୟ ସିଦ୍ଧାନ୍ତ ମହାପାତ୍ର ଦେବୁ ବୋଷ ସୁଜାତା ଆନନ୍ଦ |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ ରାଜୁ ମିଶ୍ର |
ସମ୍ପାଦକ | ଦେବେନ ମିଶ୍ର |
ବିତରକ | ତିରୁମାଳ ପିକ୍ଚର୍ସ |
ମୁକ୍ତିଲାଭ ତାରିଖ | ୧୯୯୩ |
ଦେଶ | ![]() |
ଭାଷା | ଓଡ଼ିଆ |
ପଥର ଖସୁଚି ବଡ଼ ଦେଉଳୁ, ୧୯୯୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜୁ ମିଶ୍ର । ରମେଶ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨][୩]
ବିଜୟ ମହାନ୍ତି, ତନ୍ଦ୍ରା ରାୟ, ସିଦ୍ଧାନ୍ତ ମହାପାତ୍ର, ଦେବୁ ବୋଷ, ସୁଜାତା ଆନନ୍ଦ, ନେତ୍ରାନନ୍ଦ, ଚକ୍ରଧର ଜେନା, ରାଇମୋହନ ପରିଡ଼ା, ପ୍ରେମାଞ୍ଜନ ପରିଡ଼ା, ଅଶ୍ରୁମୋଚନ ମହାନ୍ତି, ଜୟୀରାମ ସାମଲ, ନିରଞ୍ଜନ, ପଦନ, ରାଧା ପ୍ରବୀଣ, ଚୌଧୁରୀ ବିକାଶ ଦାସ, ପ୍ରମୋଦ ରଥ, ବର୍ଷା ପ୍ରିୟଦର୍ଶିନୀ, ଅଖନ ତ୍ରିପାଠୀ, ବିଜୟ କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ସିଦ୍ଧାନ୍ତ ମହାପାତ୍ର[୧]
- ଦେବୁ ବୋଷ
- ସୁଜାତା ଆନନ୍ଦ
- ପ୍ରିୟଙ୍କା ମହାପାତ୍ର
- ନେତ୍ରାନନ୍ଦ
- ଚକ୍ରଧର ଜେନା
- ରାଇମୋହନ ପରିଡ଼ା[୪]
- ପ୍ରେମାଞ୍ଜନ ପରିଡ଼ା
- ଅଶ୍ରୁମୋଚନ ମହାନ୍ତି
- ଜୟୀରାମ ସାମଲ
- ନିରଞ୍ଜନ
- ପଦନ
- ରାଧା ପ୍ରବୀଣ
- ଚୌଧୁରୀ ବିକାଶ ଦାସ
- ପ୍ରମୋଦ ରଥ
- ବର୍ଷା ପ୍ରିୟଦର୍ଶିନୀ
- ଅଖନ ତ୍ରିପାଠୀ
- ବିଜୟ କର
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର । ନିଜାମ, ଶିର୍ଷାନନ୍ଦ ଦାସ କାନୁନ୍ଗୋ, ଗୁରୁକୃଷ୍ଣ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ଦେବାଶିଷ ମହାପାତ୍ର, ଅଭିଜିତ, କବିତା କ୍ରିଷ୍ଣମୂର୍ତ୍ତୀ, ଲୋପିତା ମିଶ୍ର, ମୁରଲୀ ନାୟକ, ମହମ୍ମଦ ଅବିଦ୍, ରାଜୁ ମିଶ୍ର ଓ ଶାନ୍ତନୁ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "ସିଦ୍ଧାନ୍ତଙ୍କ ଏହି ସ୍ୱପ୍ନ ଏଯାଏଁ ପୂରଣ ହୋଇନାହିଁ". sambad.in. 30 May 2018. Archived from the original on 25 June 2018. Retrieved 25 June 2018.
- ↑ "ଫର୍ମକୁ ଫେରିଛନ୍ତି ଭେଟେରାନ୍ ରାଜୁ ମିଶ୍ର". sambad.in. 11 January 2018. Archived from the original on 25 June 2018. Retrieved 25 June 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "ଓଲିଉଡ୍କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ପଥର ଖସୁଚି ବଡ଼ ଦେଉଳୁ