ଧର୍ମ ଦେବତା
ଧର୍ମ ଦେବତା | |
---|---|
ନିର୍ଦ୍ଦେଶକ | ବିଜୟ ଭାସ୍କର |
ପ୍ରଯୋଜକ | ଡି. ରାମ ନାଇଡ଼ୁ |
ସଂଳାପ | ସୁବୋଧ ପଟ୍ଟନାୟକ |
କାହାଣୀ | ବିଜୟ ଭାସ୍କର, ସୁରେଶ କ୍ରିଷ୍ଣା |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | କେ. ଭି. ସୁରେଶ |
ସମ୍ପାଦକ | କ୍ରୀଷ୍ଣା ରେଡ୍ଡୀ |
ମୁକ୍ତିଲାଭ ତାରିଖ | ୨୦୦୧ |
ଦେଶ | ![]() |
ଭାଷା | ଓଡ଼ିଆ |
ଧର୍ମ ଦେବତା, ୨୦୦୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଡି. ରାମ ନାଇଡ଼ୁ । ସୁରେଶ କ୍ରିଷ୍ଣା ଏବଂ ବିଜୟ ଭାସ୍କର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ରାକେଶ ଜୈନ, ସୁରେଶ ବଳ, ନମ୍ରତା ଦାସ, ଶ୍ରୀତମ ଦାସ, ରାଇମୋହନ ପରିଡ଼ା, ରୁନୁ ପରିଜା, ହର ପଟ୍ଟନାୟକ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
- ସିଦ୍ଧାନ୍ତ ମହାପାତ୍ର
- ଉଷସୀ ମିଶ୍ର
- ମିହିର ଦାସ
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ରାକେଶ ଜୈନ
- ସୁରେଶ ବଳ
- ନମ୍ରତା ଦାସ
- ଶ୍ରୀତମ ଦାସ
- ରାଇମୋହନ ପରିଡ଼ା
- ରୁନୁ ପରିଜା
- ହର ପଟ୍ଟନାୟକ
- ଜୟୀରାମ ସାମଲ
- ବ୍ରଜ ସିଂହ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ନିଜାମ, ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୋନାଲୀ ବାଜପେୟୀ, ସୋନୁ ନିଗମ, ସାଧନା ସରଗମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଧର୍ମ ଦେବତା ଇଣ୍ଟରନେଟ ମୁଭି ଡାଟାବେସରେ