ତୁ ଏକା ଆମ ସାହା ଭରସା

ଉଇକିପିଡ଼ିଆ‌ରୁ
ତୁ ଏକା ଆମ ସାହା ଭରସା
ନିର୍ଦ୍ଦେଶକଶକ୍ତି ବରାଳ
ପ୍ରଯୋଜକସୁଶାନ୍ତ ସାହୁ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟଶକ୍ତି ବରାଳ
କାହାଣୀସୁଶାନ୍ତ ସାହୁ
କଳାକାରସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ, ସୁରେଶ ବଳ, ଇଲୁ ବାନାର୍ଜୀ, ମୀନକେତନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକବିଜୟ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ତୁ ଏକା ଆମ ସାହା ଭରସା ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁଶାନ୍ତ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧][୨][୩] ଶକ୍ତି ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ । ସୁରେଶ ବଳ, ଇଲୁ ବାନାର୍ଜୀ, ମହୁଆ ଭଟ୍ଟାଚାର୍ଯ୍ୟ, ମୀନକେତନ, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ବ୍ରଜ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ପ୍ରେମ ଆନନ୍ଦ ଏହି କଥାଚିତ୍ରରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ।[୭] ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୋ ଚେହେରା ଛମା ଛମା" 
2."ଏମିତି କଳା ବଉଦ" 
3."ଛୋଟ ଏଇ ହୃଦୟକୁ" 
4."ଆଜି ଜାଗର" 
5."ମନ ଚାହେଁନି" 
6."ତୁ ଏକା ଆମ ସାହା ଭରଷା" 
7."ପରଦେଶିଆ" 

ଆଧାର[ସମ୍ପାଦନା]

  1. "ବିଶିଷ୍ଟ ନାଟ୍ୟକାର ତଥା ସଂଳାପ ଲେଖକ ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି !". sambad.in. 16 September 2017. Archived from the original on 19 September 2017. Retrieved 16 September 2017.
  2. "ସଂଳାପ ଲେଖକ ଓ ନାଟ୍ୟକାର ଡା. ସୁବୋଧ ପଟ୍ଟନାୟକଙ୍କ ପରଲୋକ". ଖବର ଓଡ଼ିଶା. 16 September 2017. Retrieved 16 September 2017.
  3. "ପରଲୋକରେ ବିଶିଷ୍ଟ ସଂଳାପ ଲେଖକ ଡ. ସୁବୋଧ ପଟ୍ଟନାୟକ". ସମାଜ. 16 September 2017. Retrieved 16 September 2017.[permanent dead link]
  4. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  5. Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  7. "ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ସଂପର୍କରେ ଏ କଥା ଜାଣନ୍ତି କି !". sambad.in. 23 January 2018. Retrieved 17 February 2018.

ବାହାର ଆଧାର[ସମ୍ପାଦନା]