ଛାତି ଚିରି ଦେଲେ ତୁ
Jump to navigation
Jump to search
ଛାତି ଚିରି ଦେଲେ ତୁ | |
---|---|
ନିର୍ଦ୍ଦେଶକ | ଏସ. କେ. ମୁରଲିଧରନ୍ |
ପ୍ରଯୋଜକ | ଅଜିତ ମିଶ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ମିଠି, ପ୍ରିୟଙ୍କା ମହାପାତ୍ର, ହର ପଟ୍ଟନାୟକ |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୧୩ ଜୁନ ୨୦୦୮ |
ଦେଶ | ![]() |
ଭାଷା | ଓଡ଼ିଆ |
ଏସ. କେ. ମୁରଲିଧରନ୍ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛାତି ଚିରି ଦେଲେ ତୁ [୧] ୨୦୦୮ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ[ସମ୍ପାଦନା]
ଓଡ଼ିଆ ଚଳଚ୍ଚିତ୍ର ‘ଛାତି ଚିରି ଦେଲେ ତୁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସିଦ୍ଧାନ୍ତ ମହାପାତ୍ର
- ଅନୁଭବ ମହାନ୍ତି
- ମିଠି
- ପ୍ରିୟଙ୍କା ମହାପାତ୍ର
- ହର ପଟ୍ଟନାୟକ
- ଜୟୀରାମ ସାମଲ
- ଦେବୁ ବୋଷ
- ଦେବୁ ବ୍ରହ୍ମା
- ଚନ୍ଦନ କର
- ମୁନ୍ନା ଖାଁ
- ସଲିଳ ମହାପାତ୍ର
- ପୁଷ୍ପା ପଣ୍ଡା
- ରାଇମୋହନ
ଆଧାର[ସମ୍ପାଦନା]
- ↑ ଛାତି ଚିରି ଦେଲେ ତୁ ଇଣ୍ଟରନେଟ ମୁଭି ଡାଟାବେସରେ