ସ୍ତ୍ରୀ (୧୯୯୮ର କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ସ୍ତ୍ରୀ
ନିର୍ଦ୍ଦେଶକରବି କିନ୍ନାଗୀ
ପ୍ରଯୋଜକଅଶୋକ କୁମାର ଲେଙ୍କା
ଚିତ୍ରନାଟ୍ୟରବି କିନ୍ନାଗୀ
କାହାଣୀଶଙ୍କର କିନ୍ନାଗୀ
କଳାକାରମିହିର ଦାସ
ଅର୍ଚ୍ଚନା ଯୋଗଲେକର
ଉତ୍ତମ ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ସ୍ନିଗ୍ଧା ମହାନ୍ତି
ରାଇମୋହନ ପରିଡ଼ା
ସଙ୍ଗୀତଅମରେନ୍ଦ୍ରେ ମହାନ୍ତି
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଦିଲୀପ ପାଣି
ମୁକ୍ତିଲାଭ ତାରିଖ
୧୯୯୮
ଦେଶ ଭାରତ
ଭାଷାଓଡ଼ିଆ

ସ୍ତ୍ରୀ, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା । ଶଙ୍କର କିନ୍ନାଗୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରବି କିନ୍ନାଗୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ ଓ ଅର୍ଚ୍ଚନା ଯୋଗଲେକର । ଉତ୍ତମ ମହାନ୍ତି, ସ୍ନିଗ୍ଧା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ପ୍ରିୟଙ୍କା ମହାପାତ୍ର, ରାଇମୋହନ ପରିଡ଼ା, ଦେବୁ ବୋଷ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବ୍ରଜ ସିଂହ, ସୁରେଶ ବଳ, ଅଜିତ ଦାସ, ଅଞ୍ଜନା ଦାସ, ବିବେକାନନ୍ଦ ଦାସ, ସ୍ୱର୍ଣ୍ଣଲତା ଦାସ, ବିନାୟକ ମିଶ୍ର, ଭବାନୀ ମହାପାତ୍ର, ପିତବାସ, ରାଜୀବ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପଢ଼ୁଆଲ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  2. III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.

ବାହାର ଆଧାର[ସମ୍ପାଦନା]