ସ୍ତ୍ରୀ (୧୯୯୮ର କଥାଚିତ୍ର)
ସ୍ତ୍ରୀ | |
---|---|
ନିର୍ଦ୍ଦେଶକ | ରବି କିନ୍ନାଗୀ |
ପ୍ରଯୋଜକ | ଅଶୋକ କୁମାର ଲେଙ୍କା |
ଚିତ୍ରନାଟ୍ୟ | ରବି କିନ୍ନାଗୀ |
କାହାଣୀ | ଶଙ୍କର କିନ୍ନାଗୀ |
କଳାକାର | ମିହିର ଦାସ ଅର୍ଚ୍ଚନା ଯୋଗଲେକର ଉତ୍ତମ ମହାନ୍ତି ଅଶ୍ରୁମୋଚନ ମହାନ୍ତି ସ୍ନିଗ୍ଧା ମହାନ୍ତି ରାଇମୋହନ ପରିଡ଼ା |
ସଙ୍ଗୀତ | ଅମରେନ୍ଦ୍ରେ ମହାନ୍ତି |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଦିଲୀପ ପାଣି |
ମୁକ୍ତିଲାଭ ତାରିଖ | ୧୯୯୮ |
ଦେଶ | ![]() |
ଭାଷା | ଓଡ଼ିଆ |
ସ୍ତ୍ରୀ, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା । ଶଙ୍କର କିନ୍ନାଗୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରବି କିନ୍ନାଗୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ ଓ ଅର୍ଚ୍ଚନା ଯୋଗଲେକର । ଉତ୍ତମ ମହାନ୍ତି, ସ୍ନିଗ୍ଧା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ପ୍ରିୟଙ୍କା ମହାପାତ୍ର, ରାଇମୋହନ ପରିଡ଼ା, ଦେବୁ ବୋଷ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବ୍ରଜ ସିଂହ, ସୁରେଶ ବଳ, ଅଜିତ ଦାସ, ଅଞ୍ଜନା ଦାସ, ବିବେକାନନ୍ଦ ଦାସ, ସ୍ୱର୍ଣ୍ଣଲତା ଦାସ, ବିନାୟକ ମିଶ୍ର, ଭବାନୀ ମହାପାତ୍ର, ପିତବାସ, ରାଜୀବ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ବିଷୟସୂଚୀ
ଅଭିନୟ[ସମ୍ପାଦନା]
- ମିହିର ଦାସ
- ଅର୍ଚ୍ଚନା ଯୋଗଲେକର
- ଉତ୍ତମ ମହାନ୍ତି
- ସ୍ନିଗ୍ଧା ମହାନ୍ତି
- ଅଶ୍ରୁମୋଚନ ମହାନ୍ତି
- ପ୍ରିୟଙ୍କା ମହାପାତ୍ର
- ରାଇମୋହନ ପରିଡ଼ା
- ଦେବୁ ବୋଷ
- ନମ୍ରତା ଦାସ
- ପ୍ରଦ୍ୟୁମ୍ନ ଲେଙ୍କା
- ବ୍ରଜ ସିଂହ
- ସୁରେଶ ବଳ
- ଅଜିତ ଦାସ
- ହେମନ୍ତ ଦାସ[୧]
- ଅଞ୍ଜନା ଦାସ
- ବିବେକାନନ୍ଦ ଦାସ
- ସ୍ୱର୍ଣ୍ଣଲତା ଦାସ
- ବିନାୟକ ମିଶ୍ର
- ଭବାନୀ ମହାପାତ୍ର
- ପିତବାସ
- ରାଜୀବ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପଢ଼ୁଆଲ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
- ↑ III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
ବାହାର ଆଧାର[ସମ୍ପାଦନା]
- ସ୍ତ୍ରୀ ଇଣ୍ଟରନେଟ ମୁଭି ଡାଟାବେସରେ