ହିସାବ କରିବ କାଳିଆ
ଦେଖଣା
ହିସାବ କରିବ କାଳିଆ | |
---|---|
ନିର୍ଦ୍ଦେଶକ | ସୁମନ୍ତ ଦେ |
ଚିତ୍ରନାଟ୍ୟ | ସୁମନ୍ତ ଦେ |
କାହାଣୀ | ସୁମନ୍ତ ଦେ |
କଳାକାର | ମିହିର ଦାସ ଦେବୁ ବୋଷ ଶ୍ରୀରାମ ପଣ୍ଡା ବୈଶାଳୀ ପରିଡ଼ା ଦୁଃଖିରାମ ସ୍ୱାଇଁ ରାଇମୋହନ ପରିଡ଼ା |
ସଙ୍ଗୀତ | ମହମ୍ମଦ ମୁସୀର |
ଚିତ୍ରଗ୍ରହଣ | ରାଜୁ ମିଶ୍ର ରଞ୍ଜନ ଅଶୋକ ସ୍ୱାଇଁ[୧][୨] |
ସମ୍ପାଦକ | ମଣି |
ମୁକ୍ତିଲାଭ ତାରିଖ | ୧୨ ଡିସେମ୍ବର ୧୯୯୦[୩] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ହିସାବ କରିବ କାଳିଆ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩] ସୁମନ୍ତ ଦେ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ମିହିର ଦାସ, ଦେବୁ ବୋଷ, ଶ୍ରୀରାମ ପଣ୍ଡା, ବୈଶାଳୀ ପରିଡ଼ା, ଦୁଃଖିରାମ ସ୍ୱାଇଁ, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ଅସୀତ ପତି, ଦେବୁ ବ୍ରହ୍ମା, ଗାଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ମିହିର ଦାସ[୪]- ରାକେଶ
- ଦେବୁ ବୋଷ- ଦିନାନାଥ
- ଶ୍ରୀରାମ ପଣ୍ଡା[୫] - ଧରମା
- ବୈଶାଳୀ ପରିଡ଼ା- ଉମା
- ଦୁଃଖିରାମ ସ୍ୱାଇଁ- ଚୌଧୁରୀ
- ରାଇମୋହନ ପରିଡ଼ା- ଶନି
- ଜୟୀରାମ ସାମଲ- ଦାସ
- ଅସୀତ ପତି- ଇନିସ୍ପେକ୍ଟର
- ଦେବୁ ବ୍ରହ୍ମା- ଚଙ୍ଗୁ
- ଗାଦି- ମଙ୍ଗୁ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ସିନେମାଟୋଗ୍ରାଫର ଅଶୋକ ସ୍ୱାଇଁଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀଙ୍କ ଶୋକ". ଫାଷ୍ଟମେଲ୍. 7 July 2018. Archived from the original on 20 September 2022. Retrieved 16 July 2018.
- ↑ "ଓଲିଉଡ୍ ସିନେମାଟୋଗ୍ରାଫର୍ ଅଶୋକ ସ୍ୱାଇଁଙ୍କ ପରଲୋକ". ପ୍ରତିନିଧି. 8 July 2018. Archived from the original on 2 March 2021. Retrieved 16 July 2018.
- ↑ ୩.୦ ୩.୧ ୩.୨ "ହିସାବ କରିବ କାଳିଆ". CINE Critics. Retrieved 16 July 2018.[permanent dead link]
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଶ୍ରୀରାମ ଓ ଶ୍ରୀତମଙ୍କ ମଧ୍ୟରେ ଅଛି ଏଇ ସମାନତା". sambad.in. 16 February 2017. Retrieved 16 July 2018.[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହିସାବ କରିବ କାଳିଆ