ମା (୧୯୯୨ର ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ମା
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଶାନ୍ତ ନନ୍ଦ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀବସନ୍ତ ନାୟକ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ହର ପଟ୍ଟନାୟକ
ପ୍ରସନ୍ନ‌ଜିତ ଚାଟାର୍ଜୀ
ନମ୍ରତା ଦାସ
ରାଇମୋହନ ପରିଡ଼ା
ସଙ୍ଗୀତରାହୁଲ ଦେବ ବର୍ମଣ
ଚିତ୍ରଗ୍ରହଣଭି. ପ୍ରଭାକର
ସମ୍ପାଦକପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ମା, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ବସନ୍ତ ନାୟକ ଏହି କଥାଚିତ୍ରଟିର କାହାନୀ ରଚନା କରିଥିଲେ ଏବଂ ବିଜୟ ମିଶ୍ର କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ହର ପଟ୍ଟନାୟକ, ପ୍ରସନ୍ନ‌ଜିତ ଚାଟାର୍ଜୀ, ନମ୍ରତା ଦାସ, ରାଇମୋହନ ପରିଡ଼ା, ରାଖୀ ଗୁଲ୍‌ଜାର୍, ଅଭିଶେକ ଚାଟାର୍ଜୀ, ବିଳ୍ପବ ଚାଟାର୍ଜୀ, ହେମନ୍ତ ଦାସ, ଋତୁ ଦାସ, ଶତାବ୍ଦୀ ରାୟ, ଅଜିତ ଦାସ, ପ୍ରେମାଞ୍ଜନ ପରିଡ଼ା, ଅରବିନ୍ଦ ଷଡ଼ଙ୍ଗୀ, ବ୍ରଜ ସିଂହ, ଦେବୁ ବ୍ରହ୍ମା, ସୁରେଶ ବଳ, ଶଙ୍କର ଦତ୍ତ, ରବି ପରିଡ଼ା, ମୁନୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାହୁଲ ଦେବ ବର୍ମଣ । ଗୀତିକାର ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଆଶା ଭୋସ୍‌ଲେ, କବିତା କ୍ରିଷ୍ଣମୂର୍ତ୍ତୀ, ଅମିତ କୁମାର, ବାବଲ୍ ମେହେଟା, ଲୋପିତା ମିଶ୍ର, ଉତ୍ତମ ମହାନ୍ତି, ଦେବାଶିଷ ମହାପାତ୍ର, ଜଲି ମୁଖାର୍ଜୀ, ସ୍ୱାଗତିକା ସେନ, ଅଲ୍କା ଅଗ୍ନି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ମା