ସୁନା ପାଲିଙ୍କି
ଦେଖଣା
ସୁନା ପାଲିଙ୍କି | |
---|---|
ନିର୍ଦ୍ଦେଶକ | ସୂର୍ଯ୍ୟ ମିଶ୍ର |
ପ୍ରଯୋଜକ | ସୁନିଲ ରାଉତ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ସୂର୍ଯ୍ୟ ମିଶ୍ର |
କାହାଣୀ | ସୂର୍ଯ୍ୟ ମିଶ୍ର ସୁଜାତା ରାଉତ |
କଳାକାର | ସାଗର ମିଶ୍ର, ଗାୟତ୍ରୀ ଜରିବାଲା, ଅଶ୍ରୁମୋଚନ ମହାନ୍ତି, ଦେବୁ ବୋଷ, ସ୍ମିତା ମହାନ୍ତି |
ସଙ୍ଗୀତ | ସୁବାସ ରାମ |
ଚିତ୍ରଗ୍ରହଣ | ସୂର୍ଯ୍ୟ ପଟ୍ଟନାୟକ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୯୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁନା ପାଲିଙ୍କି, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନିଲ ରାଉତ ।[୧] ସୁଜାତା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]
ସାଗର ମିଶ୍ର, ଗାୟତ୍ରୀ ଜରିବାଲା, ଅଶ୍ରୁମୋଚନ ମହାନ୍ତି, ଦେବୁ ବୋଷ, ସ୍ମିତା ମହାନ୍ତି, କାଜଲ, ସ୍ନିଗ୍ଧା ମହାନ୍ତି, ରାଇମୋହନ ପରିଡ଼ା, ରୁନୁ ପରିଜା, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସାଗର ମିଶ୍ର
- ଗାୟତ୍ରୀ ଜରିବାଲା
- ଅଶ୍ରୁମୋଚନ ମହାନ୍ତି
- ଦେବୁ ବୋଷ[୩]
- ସ୍ମିତା ମହାନ୍ତି
- କାଜଲ
- ସ୍ନିଗ୍ଧା ମହାନ୍ତି
- ରାଇମୋହନ ପରିଡ଼ା
- ରୁନୁ ପରିଜା
- ଜୟୀରାମ ସାମଲ
- ବ୍ରଜ ସିଂହ
- ଦେବୁ ବ୍ରହ୍ମା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାମ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ନିଜାମ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ, ସୁବାସ ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଲିଉଡରେ 'ଅଗ୍ନିପରୀକ୍ଷା'". Odisha.Iive. 27 March 2018. Retrieved 24 May 2018.
- ↑ "ପ୍ରଥମରେ ନିର୍ଦ୍ଦେଶକଙ୍କ ପ୍ରେମିକା ବନିଥିଲେ ଏଇ ଓଲିଉଡ଼୍ ନାୟିକା !". sambad.in. 7 June 2017. Retrieved 24 May 2018.[permanent dead link]
- ↑ Pradhan, Jyotsna (6 April 2018). "ଦେବୁ ବୋଷ ଖାଲି ପାଦରେ ଶ୍ରୀକ୍ଷେତ୍ର ଯାଇଥିଲେ କାହିଁକି ?". The Argus. Retrieved 24 May 2018.[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁନା ପାଲିଙ୍କି