ଓଡ଼ିଆ ବିଶ୍ୱବିଦ୍ୟାଳୟ
ଓଡ଼ିଆ ବିଶ୍ୱବିଦ୍ୟାଳୟ | |
---|---|
ସ୍ଥାପିତ | ୨୦୨୩ |
ପ୍ରକାର | ସାର୍ବଜନୀନ ବିଶ୍ୱବିଦ୍ୟାଳୟ |
କୁଳାଧିପତି | ରଘୁବର ଦାସ |
କୁଳପତି | ସବିତା ପ୍ରଧାନ |
ଅବସ୍ଥାନ | ପୁରୀ ଓଡ଼ିଶା, ଭାରତ |
ପରିସର | ସତ୍ୟବାଦୀ ବନ ବିଦ୍ୟାଳୟ |
ଅନୁବନ୍ଧନ | ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ) |
ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଥିବା ଏକ ସରକାରୀ ବିଶ୍ୱବିଦ୍ୟାଳୟ ଅଟେ ।[୧] ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟକୁ ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ଓଡ଼ିଆ ବିଶ୍ୱବିଦ୍ୟାଳୟ ରୂପରେ ରୂପାନ୍ତରିତ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।[୨] ୨୦୨୪ ମସିହାର ଜାନୁଆରୀ ୨୪ ତାରିଖରେ ଏହି ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ଲୋକାର୍ପଣ କରିଥିଲେ ।[୩] ସବିତା ପ୍ରଧାନ ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ନିଯୁକ୍ତ ହୋଇଥିଲେ ।[୪]
ଇତିହାସ
[ସମ୍ପାଦନା]୧୨ ଅଗଷ୍ଟ ୧୯୦୯ ମସିହାରେ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ ଭାରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରାଯାଇଥିଲା । ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର , ପଣ୍ଡିତ ଲିଙ୍ଗରାଜ ମିଶ୍ର , ଆଚାର୍ଯ୍ୟ ହରିହର , ନନ୍ଦ କିଶୋର ଦାସଙ୍କ ମିଳିତ ଉଦ୍ୟମରେ ଏହି ବିଦ୍ୟାଳୟଟିର ପ୍ରତିଷ୍ଠା କରାଯାଇଥିଲା । ୨୦୧୮ ମସିହାର ଅକ୍ଟୋବର ୯ ତାରିଖରେ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "List of Universities in Odisha | Higher Education Department". dhe.odisha.gov.in. Archived from the original on 2024-01-25. Retrieved 2024-01-25.
- ↑ Dharitri; Patree, Annapurna (2019-10-10). "ଓଡ଼ିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ବର୍ଷେ ପୂରିଲା: ଇଟା ଖଣ୍ଡିଏ ଯୋଡ଼ା ହେଲାନି - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2024-01-25.
- ↑ Bharat, E. T. V. (2024-01-24). "ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପିତ, ଓଡ଼ିଆ ଭାଷାର ଗାରିମା ବଖାଣିଲେ ନବୀନ". ETV Bharat News (in ଇଂରାଜୀ). Retrieved 2024-01-25.
- ↑ "Prof. Sabita Pradhan Appointed First VC Of Satyabadi Odia University". Pragativadi (in ଆମେରିକୀୟ ଇଂରାଜୀ). 18 August 2023. Archived from the original on 25 January 2024. Retrieved 25 January 2024.
- ↑ "Odia University to be inaugurated in July first week". The Times of India. 2023-06-18. ISSN 0971-8257. Retrieved 2024-01-25.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ ଓଡ଼ିଆ ବିଶ୍ୱବିଦ୍ୟାଳୟ-ସମ୍ପର୍କିତ ମିଡ଼ିଆ