ଜୟୀରାମ ସାମଲ
ଦେଖଣା
(Jayiram Samalରୁ ଲେଉଟି ଆସିଛି)
ଜୟୀରାମ ସାମଲ | |
---|---|
ଜନ୍ମ | |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୭୫-ଏବେଯାଏଁ |
ଜୟୀରାମ ସାମଲ ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଜୟୀରାମ ସାମଲ ମାହାଙ୍ଗା ନିକଟବର୍ତ୍ତୀ କୁମୁଡ଼ା ଜଇପୁରଠାରେ ଜନ୍ମ ନେଇଥିଲେ ।[୨]
କଥାଚିତ୍ର ଜୀବନ
[ସମ୍ପାଦନା]୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଜୟୀ, ବର୍ତ୍ତମାନ ସୁଦ୍ଧା ୨୧୭[୩]ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୯)
- ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୭ [୪]
ଆଧାର
[ସମ୍ପାଦନା]- ↑ "ଛୋଟ ପରଦାରେ ପୁଣି ଓଲିଉଡର କମେଡି କିଙ୍ଗ". sambad.in. 27 April 2018. Retrieved 6 June 2018.
- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 8 January 2013.
Born in Kumuda Jaipur village in Cuttack district in 1948,
[permanent dead link] - ↑ ଇଣ୍ଟରନେଟ ମୁଭି ଡାଟାବେସରେ ଜୟୀରାମ ସାମଲ
- ↑ "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Archived from the original on 15 March 2014. Retrieved 21 January 2013.
Last year, comedy king Jairam Samal received the award
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଜୟୀରାମ ସାମଲ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଜୟୀରାମ ସାମଲ
- ଜୟୀଙ୍କ ଅଭିନୀତ କଥାଚିତ୍ର ତାଲିକା