ଥ୍ୟାଙ୍କ ୟୁ ଭଗବାନ
Appearance
ଥ୍ୟାଙ୍କ ୟୁ ଭଗବାନ | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ବିଜୟ କାଣ୍ଡୋଇ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କାହାଣୀ | ବିଜୟ କାଣ୍ଡୋଇ |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ମନ୍ମଥ ମିଶ୍ର |
ମୁକ୍ତିଲାଭ ତାରିଖ | ୧୧ ଜୁନ ୨୦୦୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧କୋଟି ୧୦ଲକ୍ଷ ୨୫ହଜାର |
ଥ୍ୟାଙ୍କ ୟୁ ଭଗବାନ, ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଜୟ କନ୍ଦୋଇ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସୁବୋଧ ପଟ୍ଟନାୟକ । ହର ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ବର୍ଷା ପ୍ରିୟଦର୍ଶିନୀ[୨]
- କାଜଲ ମିଶ୍ର
- ଶାଳିନୀ ଦ୍ୱିବେଦୀ
- ଦେବୁ ବୋଷ
- ରୁନୁ ପରିଜା
- ଲିସା ମହାନ୍ତି
- ସରୋଜ ଦାଶ
- ଇଲୁ ବାନାର୍ଜୀ
- ବ୍ରଜ ସିଂହ
- ହରିହର ମହାପାତ୍ର
- ମାମୁନି
- ସୁନିଲ ସନ୍ତୁକା
- ପ୍ରେମାଞ୍ଚନ
- ମୁନୁ
- ପ୍ରଦ୍ୟୁମ୍ନ ଲେଙ୍କା
- ବାଙ୍କୁ
- ହର ପଟ୍ଟନାୟକ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଥ୍ୟାଙ୍କ ୟୁ ଭଗବାନ