କୃଷ୍ଣ ସୁଦାମା

ଉଇକିପିଡ଼ିଆ‌ରୁ
କୃଷ୍ଣ ସୁଦାମା
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକଗୋବିନ୍ଦ ତେଜ
କଳାକାରଶାନ୍ତି ସ୍ୱରୂପ ମିଶ୍ର, ଗୋବିନ୍ଦ ତେଜ, ତ୍ରିପୁରା ମିଶ୍ର, ଅନିତା ଦାସ, ଧୀର ବିଶ୍ୱାଳ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଦୀପକ ଦାସ
ମୁକ୍ତିଲାଭ ତାରିଖ
୧୩ ମ‌ଇ ୧୯୭୬
ଦେଶଭାରତ
ଭାଷାଓଡ଼ିଆ

କୃଷ୍ଣ ସୁଦାମା ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏକ 'କଳାଧଳା' ଓଡ଼ିଆ କଥାଚିତ୍ର ।[୧] ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କଥାଚିତ୍ରକୁ ଗୋବିନ୍ଦ ତେଜ ପ୍ରଯୋଜନା କରିବା ସହ ସୁଦାମା ଭୂମିକାରେ ଅଭିନୟ କରିଥିଲେ ।[୨][୩] ଅତିବଡ଼ୀ ଜଗନ୍ନାଥ ଦାସଙ୍କ 'ଭାଗବତ'ର ଦ୍ୱାରକା ଲୀଳା ଆଧାରରେ ଋଷି ସାନ୍ଦିପନୀଙ୍କ ଆଶ୍ରମରେ ଶ୍ରୀକୃଷ୍ଣଙ୍କ ସହପାଠୀ ସୁଦାମା ଚରିତ୍ରକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି ।[୪]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘କୃଷ୍ଣ ସୁଦାମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. "୪୦ବର୍ଷ ତଳକୁ ଫେରିଲେ ଦର୍ଶକ". ନିତିଦିନ. Archived from the original on 2020-10-16. Retrieved 01 December 2016. {{cite news}}: Check date values in: |accessdate= (help)
  2. "ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ତିଆରି ହୋଇଛି ଓଡ଼ିଆ ଛବି , ପୌରାଣିକ ଆଉ ସାମାଜିକ ବି | Sambad". Sambad. ଓଡ଼ିଶା. 2 September 2018. Archived from the original on 3 September 2018. Retrieved 2 September 2018.
  3. http://odishasuntimes.com/2015/01/13/odishas-veteran-actor-director-hara-patnaik-no/
  4. "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Archived from the original on 2020-10-14. Retrieved 22 August 2016. {{cite news}}: |first= missing |last= (help)
  5. "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 18 July 2018. Retrieved 14 January 2019.

ଅଧିକ ତଥ୍ୟ[ସମ୍ପାଦନା]