ଅମର ପ୍ରେମ
ଦେଖଣା
| ଅମର ପ୍ରେମ | |
|---|---|
| ନିର୍ଦ୍ଦେଶକ | ଗୋପାଳ ଘୋଷ, ପଳାଶ ବାନାର୍ଜୀ |
| କଳାକାର | ସୁରେଶ ମହାପାତ୍ର, ବନଜା ମହାନ୍ତି, ହେମନ୍ତ ଦାସ, ନିହାରିକା ସାହୁ, ଶରତ ପୂଜାରୀ, ନେତ୍ରାନନ୍ଦ ମିଶ୍ର |
| ସଙ୍ଗୀତ | ରାଖାଲ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୭୬ |
| ଦେଶ | |
| ଭାଷା | ଓଡ଼ିଆ |
ଗୋପାଳ ଘୋଷ[୧] ଓ ପଳାଶ ବାନାର୍ଜୀଙ୍କ ମିଳିତ ନିର୍ଦ୍ଦେଶନାରେ ତିଆରି ଓଡ଼ିଆ ଚଳଚ୍ଚିତ୍ର ଅମର ପ୍ରେମ ୧୯୭୬ରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଅମର ପ୍ରେମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ରାଖାଲ ମହାନ୍ତି
ଗୀତ
[ସମ୍ପାଦନା]- ଏତିକି ମିନତି ସବୁ ଦୋଷ ଦିଅନା ଏତେ ଯାତନା
- ମାୟାବିନୀ ଏଇ ରାତି ଏକାକିନୀ ଯାଏ ବିତି
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅମର ପ୍ରେମ