ଏ ଯୁଗର କୃଷ୍ଣ ସୁଦାମା

ଉଇକିପିଡ଼ିଆ‌ରୁ
ଏ ଯୁଗର କୃଷ୍ଣ ସୁଦାମା
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକବସନ୍ତ ନାୟକ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀବିନୟ ନାୟକ
କଳାକାରଉତ୍ତମ ମହାନ୍ତି, ମିଥୁନ ଚକ୍ରବର୍ତ୍ତି, ବର୍ଷା ପ୍ରିୟଦର୍ଶିନୀ, ଜୟୀରାମ ସାମଲ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ଏ ଯୁଗର କୃଷ୍ଣ ସୁଦାମା, ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ ।[୨][୩] ବିନୟ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫]

ଅଭିନୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 27 August 2018. Retrieved 27 August 2018.
  2. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 24 August 2018. Retrieved 24 August 2018.
  3. http://timesofindia.indiatimes.com/city/bhubaneswar/Renowned-Oriya-filmmaker-Basant-Nayak-no-more/articleshow/9017292.cms
  4. "ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ତିଆରି ହୋଇଛି ଓଡ଼ିଆ ଛବି , ପୌରାଣିକ ଆଉ ସାମାଜିକ ବି | Sambad". Sambad. ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
  5. http://odishasuntimes.com/2015/01/13/odishas-veteran-actor-director-hara-patnaik-no/
  6. "ଜାଣନ୍ତି କି ! ଅର୍ଚ୍ଚିତା ଓ ବର୍ଷା ଏଯାଏଁ କରି ନାହାନ୍ତି ଏହି କାମ | Sambad". Sambad (in Odia). Odisha. 6 May 2018. Archived from the original on 6 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  7. http://www.newindianexpress.com/states/odisha/Void-in-Villainy-Hara-Patnaik/2015/01/16/article2620963.ece

ବାହାର ଆଧାର[ସମ୍ପାଦନା]