ନାରୀ ନୁହେଁ ତୁ ନାରାୟଣୀ

ଉଇକିପିଡ଼ିଆ‌ରୁ
ନାରୀ ନୁହେଁ ତୁ ନାରାୟଣୀ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକବିଜୟ କାଣ୍ଡୋଇ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବିଜୟ ମିଶ୍ର
କଳାକାରରଚନା ବାନାର୍ଜୀ
ସିଦ୍ଧାନ୍ତ ମହାପାତ୍ର
ମିହିର ଦାସ
ବିଜୟ ମହାନ୍ତି
ଦେବୁ ବୋଷ
ଜୟୀରାମ ସାମଲ
ହର ପଟ୍ଟନାୟକ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୨
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୧ ଲକ୍ଷ ୫୦ହଜାର

ନାରୀ ନୁହେଁ ତୁ ନାରାୟଣୀ, ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କାଣ୍ଡୋଇ ।[୧] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ବିଜୟ ମହାନ୍ତି, ମିହିର ଦାସ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା, ସାତ୍ୱକୀ ମିଶ୍ର, ରୁନୁ ପରିଜା, ବ୍ରଜ ସିଂହ, ଦିପ୍ତୀ ପଣ୍ଡା, ହର ପଟ୍ଟନାୟକ, ଜୟୀରାମ ସାମଲ, ନିହାରିକା ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । କୁମାର ବାପି, ପ୍ରକାଶ ଦୁବେ, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
  2. "'ତପସ୍ୟା'ରୁ ଆରମ୍ଭ 'ରାସ୍ତା'ରେ ଶେଷ, ପଢନ୍ତୁ କେମିତି ଥିଲା ଓଲିଉଡ ପିତାଙ୍କର ଲାଇଫ୍ ହିଷ୍ଟ୍ରି – The Argus". theargus.in. Retrieved 24 August 2018.
  3. ୩.୦ ୩.୧ "ଓଲିଉଡର ଦୁଇ ଲୋକପ୍ରିୟ ଖଳନାୟକ ଥିଲେ ଯାତ୍ରା ଦର୍ଶକଙ୍କ ଅତିପ୍ରିୟ ନିର୍ଦ୍ଦେଶକ". odisha.live. Retrieved 24 August 2018.

ବାହାର ଆଧାର[ସମ୍ପାଦନା]