ମେଥି ଶାଗ ପରଟା
ଦେଖଣା
| ଆରମ୍ଭ | |
|---|---|
| ମୂଳ ଜାଗା | ଭାରତ |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ମେଥିଶାଗ, ଅଟା, ଲୁଣ, ତେଲ |
ଉପାଦାନ
[ସମ୍ପାଦନା]ତିଆରି ପ୍ରଣାଳୀ
[ସମ୍ପାଦନା]ମେଥି ଶଗକୁ ଭଲକରି ବାଛି ଡାଙ୍ଗରୁ ପତ୍ରକୁ ଅଲଗା କରି ରଖନ୍ତୁ। ଶାଗକୁ ଭଲକରି ପାଣିରେ ଧୋଇ ଗୁଣ୍ଡ ଗୁଣ୍ଡ କରି କାଟି ଦିଅନ୍ତୁ। ତାକୁ ଅଟା ସହିତ ମିଶାଇ ଆବଶ୍ୟକ ଅନୁସାରେ ଲୁଣ ଓ ପଣି ଦେଇ ଚକଟନ୍ତୁ। ପାଖାପାଖି ୧୫ ମିନିଟ ଘୋଡାଇ ରଖି ଦିଅନ୍ତୁ। ତା ପରେ ତାକୁ ପରଟା ଆକାରରେ ବେଲି ଗରମ ତାୱାରେ ମଧ୍ୟମ ଆଞ୍ଚରେ ସେକନ୍ତୁ। ଅଧସେକା ହେଲାପରେ ତେଲ ଦୁଇ ଚାମଚ ଦେଇ ପୁଣି ବାଦାମି ରଙ୍ଗ ହେବାଜାଏ ସେକନ୍ତୁ। ଏହା ସହିତ ଟମାଟୋ ସସ ବା ଟମାଟୋ ଚଟଣି ଲଗାଇ ଖାଇବାକୁ ଭଲ ଲାଗେ।