Jump to content

ଉମରକୋଟ

Coordinates: 19°39′54″N 82°12′43″E / 19.665°N 82.212°E / 19.665; 82.212
ଉଇକିପିଡ଼ିଆ‌ରୁ
ଉମରକୋଟ
—  ସହର  —
ଉମରକୋଟ
ଉମରକୋଟର ଅବସ୍ଥାନ
Orissa
ଦିଗବାରେଣି 19°39′54″N 82°12′43″E / 19.665°N 82.212°E / 19.665; 82.212
ଦେଶ ଭାରତ
ରାଜ୍ୟ Orissa
ଭାରତର ଜିଲାସବୁ ନବରଙ୍ଗପୁର
ବିଧାୟକ ସୁବାସ ଗନ୍ଡ ବିଜେଡି
ଲୋକସଂଖ୍ୟା

ଘନତା

୨୭,୮୬୪ (2011)

192/km2 (497/sq mi)

ପୁରୁଷ-ନାରୀ ଅନୁପାତ 972 /
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

30 square kilometres (12 sq mi)

615.69 metres (2,020.0 ft)

କୋଡ଼
ବେବସାଇଟ http://nabarangpur.nic.in

ଉମରକୋଟ ନବରଙ୍ଗପୁର ଜିଲ୍ଲାର ଏକ ସହର । ଏହା ଅମରକୋଟ ନାମରେ ମଧ୍ୟ ପରିଚିତ । ଏହା ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ନବରଙ୍ଗପୁର ଜିଲ୍ଲାର ଏକ ମୂଖ୍ୟ ବ୍ୟାବସାୟିକ କେନ୍ଦ୍ର।

ଭୂଗୋଳ

[ସମ୍ପାଦନା]

ଉମରକୋଟ ନବରଙ୍ଗପୁର ଜିଲ୍ଲାର ଉତ୍ତର ଦିଗରେ ଛତିଶଗଡ଼ ରାଜ୍ୟର ସୀମାରେ ଅବସ୍ଥିତ । ଜିଲ୍ଲା ସଦର ମହକୁମାଠାରୁ ଉମରକୋଟର ଦୂରତା ୬୨ କି.ମି.। ପାପଡ଼ାହାଣ୍ଡିରୁ ୨୦୧ ନମ୍ବର ଜାତୀୟ ରାଜପଥରୁ ବାମ ଆଡ଼କୁ ଛତିଶଗଡ଼ ସୀମା ଦିଗକୁ ୫୦ କିମି.ଗଲେ ଉମରକୋଟ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ଉମରକୋଟ ସହରର ଜନସଂଖ୍ୟା ୨୭,୮୬୪ , ଏଥିରୁ ୫୧% ପୁରୁଷ ଏବଂ ୪୯% ମହିଳା । ହାରାହାରି ସାକ୍ଷରତା ପ୍ରାୟ ୬୦ ପ୍ରତିଶତ,ଯାହାକି ଜାତୀୟ ହାରାହାରି ସାକ୍ଷରତା ୫୯.୫%ଠାରୁ ଅଧିକ ।

ଇତିହାସ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]