ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି
ଉଇକିପିଡ଼ିଆ ରୁ
(ଆଦିବାସୀ ରୁ ଲେଉଟି ଆସିଛି)
ଅନୁସୂଚିତ ଜାତି: ଅନୁସୂଚିତ ଜାତି ବା ହରିଜନ, ସମାଜର ଅନୁନ୍ନତ ବର୍ଗ ତଥା ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତି ବା ଗୋଷ୍ଠୀକୁ ବୁଝାଏ । ଭାରତୀୟ ସମ୍ବିଧାନ ଅନୁସୂଚିତ ଧାରା ଅନୁସାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ବୁଝାଏ ।
ଓଡ଼ିଶାର ଜଣେ କନ୍ଧ ମହିଳା
ଅନୁସୂଚିତ ଜନଜାତି: ଅନୁସୂଚିତ ଜନଜାତି ବା ଆଦିବାସୀ, ଜଙ୍ଗଲ ଅଞ୍ଚଳରେ ଆଧୂନିକତା ଠାରୁ ଦୂରରେ ରହୁଥିବା ଆଦିମ ଅଧିବାସୀମାନଙ୍କୁ ବୁଝାଏ । ଓଡ଼ିଶାରେ ୬୨ପ୍ରକାର ଅନୁସୂଚିତ ଜନଜାତିର ଲୋକ ବାସ କରନ୍ତି ।
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
|
|
|||||