ଶ୍ରେଣୀ:ଓଡ଼ିଆ ଭାଷା

ଉଇକିପିଡ଼ିଆ ରୁ

ଓଡ଼ିଆ ଓଡ଼ିସା (ଓଡ଼ିଶା/Odisha) ରାଇଜର କହାଜାଉଥିବା ଓ ଲେଖାଜାଉଥିବା ଭାସା ଓ ସେଥିରେ ଥିବା ଲେଖାଗୁଡ଼ିକ ଏହି ଭାସାଟି ୧୫୦୦ ବରସ ପୁରୁଣା ମାଗଧି/ପାଳି ଭାସାର ଅପଭ୍ରଁସ ରୁପ । ଓଡ଼ିଆ ଭାସା ଭାରତର ଏକମାତର ଭାସା ଯାହା ଉପରେ ଓଡ଼ିସାର ଲଁବା ମୋଗଲ ସାସନ କାଳରେ ବି ଫାରସି/ଆରବି Arabic languageର ପଭାବ ପଡ଼ିନାହିଁ । ପ୍ରାକୃତ ଓଡ଼ିଆ ଜାହା ଅବିକଳ ଏଇଠି ଲେଖାଜାଇଅଛି ଏକ ସରଳ ଓ ସୋଜା ଭାସା ଯେଉଁଥିରେ ଶ, ଷ ଓ ସ ବଦଳରେ କେବଳ "ସ" ବେଭାର (ବ୍ୟବହାର) କରାଜାଏ । ସେହିପରି 'ଯ' ବଦଳରେ 'ଜ' ବେଭାର କରାଜାଏ । ଆହୁରି ବି ବେଁଜନ ବର୍ଣ ଆଗରୁ 'ରେଫ' କାର ଥିଲେ ସେ ସବଦ ସବୁକୁ ଦ୍ଵିତ କରାଜାଏ, ଜେମିତି କି 'ମୁହୁର୍ତ' ବଦଳରେ ପ୍ରାକୃତ ଓଡ଼ିଆରେ 'ମୁହୁତ୍ତ' ହେବ । ଏହି ଭାସାରେ ହ୍ରସ୍ଵ 'ଉ' ଓ ଦିର୍ଘ 'ଊ'କାର ବଦଳରେ କେବଳ ହ୍ରସ୍ଵ 'ଉ' କାର ବେଭାର କରାଜାଏ, ଜେମିତିକି- 'ପୂର୍ବ' ବଦଳରେ 'ପୁର୍ବ' ବେଭାର କରାଜାଏ । ଭାରତର ବାକି ଭାସା ମାନଁକ ଭଳି ଓଡ଼ିଆରେ କଠିନ ତୁଁଡ (Accent) ନାହିଁ ।

ସାନ ଶ୍ରେଣୀସମୂହ

ଏହି ଶ୍ରେଣୀଟିରେ ସର୍ବମୋଟ ୧୧ ରୁ ତଳେଥିବା ଏହି ୧୧ ଶ୍ରେଣୀଗୁଡିକ ଅଛନ୍ତି ।

ଓ ଆହୁରି ଅଛି..

"ଓଡ଼ିଆ ଭାଷା" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୧୦୭ ରୁ ଏହି ଶ୍ରେଣୀ ଭିତରେ ୧୦୭ଟି ପୃଷ୍ଠା ଅଛି ।

O

S

ବ ଆହୁରି ଅଛି..

"ଓଡ଼ିଆ ଭାଷା" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ଏହି ଶ୍ରେଣୀରେ କେବଳ ତଳେଥିବା ଫାଇଲ ଗୋଟି ଅଛି ।