ବୌଦ୍ଧଗଡ଼
ଦେଖଣା
(ବୌଦ୍ଧ (ସହର)ରୁ ଲେଉଟି ଆସିଛି)
ଏହି ଲେଖାଟି ବୌଦ୍ଧ ଜିଲ୍ଲାର ବୌଦ୍ଧ ସହର ବାବଦରେ । ବାକିସବୁ ବିକଳ୍ପ ବ୍ୟବହାର ପାଇଁ, ଗୌତମ ବୁଦ୍ଧ, ବୌଦ୍ଧ ଧର୍ମ ଦେଖନ୍ତୁ ।
ବୌଦ୍ଧ | |
|---|---|
ସହର | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ବୌଦ୍ଧ ଜିଲା |
| ଭାଷା | ଓଡ଼ିଆ, ଇଂରାଜୀ |
| • Density | 609/km2 (1,580/sq mi) |
| Time zone | IST (+୫.୩୦) |
ବୌଦ୍ଧ ସହର ଓଡ଼ିଶାର ବୌଦ୍ଧ ଜିଲ୍ଲାର ସଦର ମହକୁମା ଓ ପ୍ରଶାସନିକ ମୁଖ୍ୟ ସହର।
ଭୂଗୋଳ
[ସମ୍ପାଦନା]ବୌଦ୍ଧ ସହର ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଅବସ୍ଥିତ । ଏହା ମହାନଦୀ କୂଳରେ ରହିଛି ।
ଇତିହାସ
[ସମ୍ପାଦନା]ଲୋକଗଣନା
[ସମ୍ପାଦନା]୨୦୧୧ ଜଣଗଣନା ଅନୁସାରେ,[୧] ବୌଦ୍ଧର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ ।
ପର୍ଯ୍ୟଟନ
[ସମ୍ପାଦନା]ନାଏକପଡା ଗୁମ୍ଫା
ପୁରୁଣାକଟକ ଭୈରବୀ ମନ୍ଦିର
ଚାରିଶମ୍ଭୁ ଶିବ ମନ୍ଦିର
ଐତିହାସିକ ରାମେଶ୍ୱର ମନ୍ଦିର
ଐତିହାସିକ ରାବଣ ବଧ ଖୋଲା ମଞ୍ଚ ନାଟକ
ଚଇତାଳି ଝାମୁ ଯାତ୍ରା
ମହାନଦୀ ମଝିରେ ହନୁମାନ ମନ୍ଦିର
ମର୍ଜାକୁଦ ଦ୍ବୀପ
ଡ଼ମରଗାଡ ବାବା ମଠ ଏବଂ ଶୋଭାମୟ ଅରଣ୍ୟ
ଶଗଡା ଡ୍ୟାମ
ଖଣ୍ଡି ଝରଣା
ଖୁମ୍ବିଧାର ଝରଣା ଭୋଜି ସ୍ଥାନ
କାଣ୍ଟାମାଲ ରାମ ମନ୍ଦିର
ବଘିଆପଡା ପାଲଝାର ଡ୍ୟାମ
ଆଧାର
[ସମ୍ପାଦନା]- ↑ Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧
ବାହାର ତଥ୍ୟ
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |