"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବନାନ ଶୁଦ୍ଧି
ଟିକେNo edit summary
୧୨ କ ଧାଡ଼ି: ୧୨ କ ଧାଡ଼ି:
| residence = ସେଭେନ ଏକର୍‌ସ, ବିଜୟ ବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
| residence = ସେଭେନ ଏକର୍‌ସ, ବିଜୟ ବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
| education = ଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
| education = ଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
| alma_mater = [[ଆହ୍ଲାବାଦ ବିଶ୍ୱବିଦ୍ୟାଳୟ]]
| alma_mater = ଆହ୍ଲାବାଦ ବିଶ୍ୱବିଦ୍ୟାଳୟ
| occupation = ଅଧ୍ୟାପକ, ଅଧ୍ୟକ୍ଷ
| occupation = ଶିକ୍ଷାବିତ
| years_active = ୧୯୫୯-୨୦୧୪
| years_active = ୧୯୫୯-୨୦୧୪
| known_for = ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
| known_for = ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
୨୧ କ ଧାଡ଼ି: ୨୧ କ ଧାଡ଼ି:
}}
}}


'''ଶରତ ପୂଜାରୀ''' ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ ଜଣାଶୁଣା [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ [[ଓଡ଼ିଶା]]ର [[ନୟାଗଡ଼ ଜିଲ୍ଲା]]ରେ ହୋଇଥିଲା । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ସକ୍ରିୟ ଅଭିନେତା ଭାବରେ ଅନେକ ସଫଳ ଚଳଚ୍ଚିତ୍ରର ଅଭିନୟ କରିଥିଲେ ।
'''ଶରତ ପୂଜାରୀ''' ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଅଭିନେତା ଥିଲେ । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ଅଭିନେତା ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।


== ଶିକ୍ଷା ଓ ପ୍ରାରମ୍ଭିକ ଜୀବନ ==
== ଶିକ୍ଷା ଓ ପ୍ରାରମ୍ଭିକ ଜୀବନ ==
ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ ନୟାଗଡରେ ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ [[ଅର୍ଥନୀତି]]ରେ ସ୍ନାତକ ଓ ୧୯୫୬ରେ [[ଚିତ୍ରାଙ୍କନ]]ରେ [[ଆହ୍ଲାବାଦ ବିଶ୍ୱବିଦ୍ୟାଳୟ]]ରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ [[ବରଗଡ଼]]ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ମାତ୍ର ୩୪ ବର୍ଷ ବୟସରେ ଲରମ୍ଭା କଲେଜରେ ଅଧ୍ଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ। <ref name=TOI>{{cite web|last=Singha|first=Minati|title=Veteran actor Sarat Pujari passes away|url=http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms|publisher=Times of India|accessdate=13 May 2014}}</ref>
ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡ଼ାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ଼ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ [[ନୟାଗଡ଼|ନୟାଗଡ଼ରେ]] ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ ଅର୍ଥନୀତି ଅଧ୍ୟାପକ ଭାବରେ [[ବରଗଡ଼]]ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ୩୪ ବର୍ଷ ବୟସରେ ସେ [[ଲରମ୍ଭା ମହାବିଦ୍ୟାଳୟ|ଲରମ୍ଭା କଲେଜରେ]] ଅଧ୍ୟକ୍ଷ ହୋଇପାରିଥିଲେ। <ref name=TOI>{{cite web|last=Singha|first=Minati|title=Veteran actor Sarat Pujari passes away|url=http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms|publisher=Times of India|accessdate=13 May 2014}}</ref>
<!--.Left as Acting Principal from Panchayat College,Bargarh in 1966.Joined tapang Light Foundery,Nayagarh, as Works Manager.Left service and became a free-lance film actor from September 1966 to September 1968 to learn the technique of Film-making. After that he had became principal at the young age of 34 in [http://Larambha%20CollegeC [[Larambha College]]], [[Bargarh]].Nominated by the State Govt of Orissa as member of the [http://Orissa%20Sangeeta%20Natak%20Academy Orissa Sangeeta Natak Academy], Member of the Board of Director of Film Development Corporation of Orissa,Cuttack.He retired as a principal of Sangeet Nataka college,Bhubaneswar.-->
<!--.Left as Acting Principal from Panchayat College,Bargarh in 1966.Joined tapang Light Foundery,Nayagarh, as Works Manager.Left service and became a free-lance film actor from September 1966 to September 1968 to learn the technique of Film-making. After that he had became principal at the young age of 34 in [http://Larambha%20CollegeC [[Larambha College]]], [[Bargarh]].Nominated by the State Govt of Orissa as member of the [http://Orissa%20Sangeeta%20Natak%20Academy Orissa Sangeeta Natak Academy], Member of the Board of Director of Film Development Corporation of Orissa,Cuttack.He retired as a principal of Sangeet Nataka college,Bhubaneswar.-->


==ପଦ ପଦବୀ==
==ପଦ ପଦବୀ==
* ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
* ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
* ୧୯୬୮- ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜର
* ୧୯୬୮- ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜ
* ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
* ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
* ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର
* ୧୯୯୨- ୧୯୯୪: ଅଧ୍ୟକ୍ଷ, [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ|ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର]]
* ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
* ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ


== କଥାଚିତ୍ର ଜୀବନ ==
== କଥାଚିତ୍ର ଜୀବନ ==
୧୯୫୯ରେ '[[ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା]]' କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "[[ଜୀବନସାଥୀ]]', "[[ସାଧନା (୧୯୬୪ର ଚଳଚ୍ଚିତ୍ର)|ସାଧନା]]", "[[ମାଟିର ମଣିଷ]]', "[[ଅରୁନ୍ଧତୀ]]' ପ୍ରଭୃତି ସିନେମାରେ ଉଲ୍ଲେଖନୀୟ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "[[କିଏ କାହାର]]' ସିନେମା [[କଟକ|କଟକ ସହର]]<nowiki/>ର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦ୍ଦେଶିତ "[[ତଅପୋଇ (୧୯୭୮ର ଚଳଚ୍ଚିତ୍ର)|ତଅପୋଇ]]', "[[ଅଶାନ୍ତ ଗ୍ରହ]]" ଓ "[[ଅସ୍ତରାଗ]]" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା [[ଗଦାଧର ପୁଟୀ]]ଙ୍କ ନିର୍ଦ୍ଦେଶିତ [[ପୂଜା ପାଇଁ ଫୁଲଟିଏ]] (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତା ହାସଲ କରିଥିଲା । "କା", "[[ଅନ୍ଧ ଦିଗନ୍ତ]]", "[[ଭୂଖା]]", "ଦୃଷ୍ଟି", "[[ଅରଣ୍ୟ ରୋଦନ]]", "[[ଆରଣ୍ୟକ (ଓଡ଼ିଆ କଥାଚିତ୍ର)|ଆରଣ୍ୟକ]]", "[[ଶେଷ ଦୃଷ୍ଟି|ଶେଷଦୃଷ୍ଟି]]", "[[ସତ ମିଛ|ସତମିଛ]]" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ରର ନିର୍ଦ୍ଦେଶନା ତଥା ଅଧ୍ୟାପନା ଜୀବନରେ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।
୧୯୫୯ରେ [[ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା]] କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "[[ଜୀବନସାଥୀ]]', "[[ସାଧନା (୧୯୬୪ର ଚଳଚ୍ଚିତ୍ର)|ସାଧନା]]", "[[ମାଟିର ମଣିଷ]]', "[[ଅରୁନ୍ଧତୀ]]' ପ୍ରଭୃତି ସିନେମାରେ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "[[କିଏ କାହାର]]' ସିନେମା [[କଟକ|କଟକ ସହର]]<nowiki/>ର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦ୍ଦେଶିତ "[[ତଅପୋଇ (୧୯୭୮ର ଚଳଚ୍ଚିତ୍ର)|ତଅପୋଇ]]', "[[ଅଶାନ୍ତ ଗ୍ରହ]]" ଓ "[[ଅସ୍ତରାଗ]]" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା [[ଗଦାଧର ପୁଟୀ]]ଙ୍କ ନିର୍ଦ୍ଦେଶିତ [[ପୂଜା ପାଇଁ ଫୁଲଟିଏ]] (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ହାସଲ କରିଥିଲା । "[[କା (୧୯୬୬ର ଚଳଚ୍ଚିତ୍ର)|କା]]", "[[ଅନ୍ଧ ଦିଗନ୍ତ]]", "[[ଭୂଖା]]", "ଦୃଷ୍ଟି", "[[ଅରଣ୍ୟ ରୋଦନ]]", "[[ଆରଣ୍ୟକ (ଓଡ଼ିଆ କଥାଚିତ୍ର)|ଆରଣ୍ୟକ]]", "[[ଶେଷ ଦୃଷ୍ଟି|ଶେଷଦୃଷ୍ଟି]]", "[[ସତ ମିଛ|ସତମିଛ]]" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ର ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।


{| class="wikitable sortable"
{| class="wikitable sortable"
୪୩ କ ଧାଡ଼ି: ୪୩ କ ଧାଡ଼ି:
| [[ମାଟିର ମଣିଷ]] || ବରଜୁ || ଅଭିନେତା|| ୧୯୬୬
| [[ମାଟିର ମଣିଷ]] || ବରଜୁ || ଅଭିନେତା|| ୧୯୬୬
|-
|-
| [[କା]] || || ଅଭିନେତା|| ୧୯୬୬
| [[କା (୧୯୬୬ର ଚଳଚ୍ଚିତ୍ର)|କା]] || || ଅଭିନେତା|| ୧୯୬୬
|-
|-
| [[ଅରୁନ୍ଧତୀ]] || ମନୋଜ || ଅଭିନେତା|| ୧୯୬୭
| [[ଅରୁନ୍ଧତୀ]] || ମନୋଜ || ଅଭିନେତା|| ୧୯୬୭

୧୦:୩୩, ୮ ଅଗଷ୍ଟ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଶରତ ପୂଜାରୀ
ଜନ୍ମ(1934-08-08)୮ ଅଗଷ୍ଟ ୧୯୩୪
ମୃତ୍ୟୁ୧୧ ମଇ ୨୦୧୪(2014-05-11) (ବୟସ ୭୯)
ମୃତ୍ୟୁର କାରଣହୃଦ୍‌ଘାତ
ଶିକ୍ଷାଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
ଶିକ୍ଷାନୁଷ୍ଠାନଆହ୍ଲାବାଦ ବିଶ୍ୱବିଦ୍ୟାଳୟ
ବୃତ୍ତିଶିକ୍ଷାବିତ
ସକ୍ରିୟ ବର୍ଷ୧୯୫୯-୨୦୧୪
ପ୍ରସିଦ୍ଧିଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
ବୈବାହିକ-ସାଥୀସାନ୍ତ୍ୱନା
ସନ୍ତାନଦୁଇ ପୁତ୍ର (ସିଦ୍ଧାର୍ଥ, ସୌମେନ) ଓ ଦୁଇ କନ୍ୟା (ଶିଖା, ସାଗରିକା)
ପୁରସ୍କାରଜୟଦେବ ପୁରସ୍କାର (୧୯୮୫)

ଶରତ ପୂଜାରୀ ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।

ଶିକ୍ଷା ଓ ପ୍ରାରମ୍ଭିକ ଜୀବନ

ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡ଼ାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ଼ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ ନୟାଗଡ଼ରେ ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ ଅର୍ଥନୀତି ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ୩୪ ବର୍ଷ ବୟସରେ ସେ ଲରମ୍ଭା କଲେଜରେ ଅଧ୍ୟକ୍ଷ ହୋଇପାରିଥିଲେ। [୧]

ପଦ ପଦବୀ

  • ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
  • ୧୯୬୮- ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜ
  • ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
  • ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର
  • ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ

କଥାଚିତ୍ର ଜୀବନ

୧୯୫୯ରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "ଜୀବନସାଥୀ', "ସାଧନା", "ମାଟିର ମଣିଷ', "ଅରୁନ୍ଧତୀ' ପ୍ରଭୃତି ସିନେମାରେ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "କିଏ କାହାର' ସିନେମା କଟକ ସହରର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦ୍ଦେଶିତ "ତଅପୋଇ', "ଅଶାନ୍ତ ଗ୍ରହ" ଓ "ଅସ୍ତରାଗ" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଗଦାଧର ପୁଟୀଙ୍କ ନିର୍ଦ୍ଦେଶିତ ପୂଜା ପାଇଁ ଫୁଲଟିଏ (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ହାସଲ କରିଥିଲା । "କା", "ଅନ୍ଧ ଦିଗନ୍ତ", "ଭୂଖା", "ଦୃଷ୍ଟି", "ଅରଣ୍ୟ ରୋଦନ", "ଆରଣ୍ୟକ", "ଶେଷଦୃଷ୍ଟି", "ସତମିଛ" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ର ଓ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।

କଥାଚିତ୍ର ନାମ ଚରିତ୍ର ଭୂମିକା ବର୍ଷ
ମାଟିର ମଣିଷ ବରଜୁ ଅଭିନେତା ୧୯୬୬
କା ଅଭିନେତା ୧୯୬୬
ଅରୁନ୍ଧତୀ ମନୋଜ ଅଭିନେତା ୧୯୬୭
ତଅପୋଇ ନିର୍ଦ୍ଦେଶକ ୧୯୭୮
ଅଶାନ୍ତ ଗ୍ରହ ଶରତ ଅଭିନେତା-ନିର୍ଦ୍ଦେଶକ ୧୯୮୨
ଅସ୍ତରାଗ ନିର୍ଦ୍ଦେଶକ ୧୯୮୨
ଅନ୍ଧ ଦିଗନ୍ତ ଅଭିନେତା ୧୯୮୮
ଭୂଖା ଅଭିନେତା ୧୯୮୯
ଦୃଷ୍ଟି ଅଭିନେତା ୧୯୯୦
ଅରଣ୍ୟ ରୋଦନ ଅଭିନେତା ୧୯୯୨
ଆରଣ୍ୟକ ରାଜା ସାହେବ ଅଭିନେତା ୧୯୯୪
ଶେଷ ଦୃଷ୍ଟି କେଦାର ବାବୁ ଅଭିନେତା ୧୯୯୭
ଶୂନ୍ୟସ୍ୱରୂପ ଅଭିନେତା ୧୯୯୭
ନୂଆ ବୋଉ ପ୍ରଯୋଜକ, ଅଭିନେତା ୧୯୬୨

ପୁରସ୍କାର ଓ ସମ୍ମାନ

ଆଧାର

  1. Singha, Minati. "Veteran actor Sarat Pujari passes away". Times of India. Retrieved 13 May 2014.
  2. "The Hindu : Other States / Orissa News : Hemant Das remembered". hindu.com. 2011. Retrieved 24 January 2013. Hemant Das Kala Samman -- was conferred on legendary actor and Odisha Sangeet Natak Akademi president Sarat Pujari
  3. cinemasagar.com: Actor Sarat Pujari Felicited by Cine Artist’s association
  4. odisha360.com: Veteran Odia Actor Sarat Pujari Felicitated
  5. incredibleorissa.com: Cine Artist Association Orissa awarded veteran actor Sarat Pujari at Utkal Mandap
  6. "Kadambini Samman for actor Sarat Pujari". The Hindu. Retrieved 13 May 2014.

ଅଧିକ ତଥ୍ୟ