କିଏ କାହାର

ଉଇକିପିଡ଼ିଆ‌ରୁ
କିଏ କାହାର
କିଏ କାହାର କଥାଚିତ୍ର ପୋଷ୍ଟର
ନିର୍ଦ୍ଦେଶକନିତାଇ ପାଲିତ (ନିତ୍ୟାନନ୍ଦ ପାଲିତ)[୧]
ପ୍ରଯୋଜକଧୀର ବିଶ୍ୱାଳ
କଳାକାରଶରତ ପୂଜାରୀ
ସୌଦାମିନୀ
ଅଶୋକ ଚକ୍ରବର୍ତ୍ତୀ
ଧୀର ବିଶ୍ୱାଳ
ଲୀଳା ଦୁଲାଳୀ
ସଙ୍ଗୀତଅକ୍ଷୟ ମହାନ୍ତି
ସମ୍ପାଦକସୁବୋଧ ମିତ୍ର
ମୁକ୍ତିଲାଭ ତାରିଖ
୩୦ଅଗଷ୍ଟ ୧୯୬୮[୨]
ଦେଶ ଭାରତ
ଭାଷାଓଡ଼ିଆ

କିଏ କାହାର, ୧୯୬୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ[୩][୪]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘କିଏ କାହାର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.washingtonbanglaradio.com/content/111522710-flashback-75-years-odiya-oriya-movies-kapilas-bhuyan-international-film-festival-i
  2. Kamal K. Mohanty (2001). Orissa, the lost footsteps. Vision Publications. ISBN 978-81-87176-00-8.
  3. ୩.୦ ୩.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  4. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1993–. ISBN 978-1-135-94325-7.
  5. "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 20 June 2017.
  6. http://www.odisha.com/20050504/fullstory/story_5.html
  7. "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ". ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 5 September 2018. Retrieved 5 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]