ସାଧନା (୧୯୬୪ର ଚଳଚ୍ଚିତ୍ର)
ଦେଖଣା
| ସାଧନା | |
|---|---|
| ନିର୍ଦ୍ଦେଶକ | ପ୍ରଭାତ ମୂଖାର୍ଜୀ |
| ପ୍ରଯୋଜକ | ଡାଇମଣ୍ଡ ଭ୍ୟାଲି ପ୍ରଡକ୍ସନ - ମୁଖ୍ୟ ଉଦ୍ୟୋକ୍ତା ଶରତ ପୂଜାରୀ[୧] |
| ସଂଳାପ | ଶରତ ପୂଜାରୀ, ଶିଳାଦିତ୍ୟ,ମିନତି ମିଶ୍ର |
| କଳାକାର | ଶରତ ପୂଜାରୀ,ମିନତି ମିଶ୍ର, ସାମୁଏଲ ସାହୁ (ବାବି) ଅନନ୍ତ, ଲୀଳା ଦୁଲାଳି, ରାଧାମଣୀ ମହାପାତ୍ର, |
| ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୮.୯.୧୯୬୪, ଲକ୍ଷ୍ମୀ ଟକିଜ୍ ସମ୍ବଲପୁର |
| ଦେଶ | |
| ଭାଷା | ଓଡ଼ିଆ |
ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ସାଧନା ୧୯୬୪ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଓଡ଼ିଆ ଭାଷାରେ ୧୯୬୪ର ଶ୍ରେଷ୍ଠ ଆଂଚଳିକ କଥାଚିତ୍ର ଭାବରେ ଭାରତ ରାଷ୍ଟ୍ରପତିଙ୍କ ରୌପ୍ୟ ପଦକ ପ୍ରାପ୍ତ ହୋଇଥିଲା[୨] ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ସାଧନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୧୬୩-୧୬୪.
{{cite book}}: CS1 maint: location (link) - ↑ "12th National Film Awards". iffi.nic.in. Archived from the original on 25 February 2012. Retrieved 16 September 2018.
{{cite web}}: CS1 maint: bot: original URL status unknown (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାଧନା