ଉଇକିପିଡ଼ିଆ:ଭିଜୁଆଲ ଏଡ଼ିଟର
(ଉଇକିପିଡ଼ିଆ:ଭିଜୁଆଲଏଡିଟରରୁ ଲେଉଟି ଆସିଛି)
Jump to navigation
Jump to search
ଭିଜୁଆଲ ଏଡ଼ିଟର ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଥିବା ଏକ ସଫ୍ଟ୍ୱାର ଯାହା ଉଇକିପିଡ଼ିଆ (ତଥା ମିଡ଼ିଆଉଇକି ବ୍ୟବହାର କରୁଥିବା ଅନ୍ୟାନ୍ୟ ପ୍ରକଳ୍ପ) ନିମନ୍ତେ ଏକ ଭିଜୁଆଲ ସମ୍ପାଦକ (ଭିଜୁଆଲ ଏଡ଼ିଟର) । ଉଇକିଟେକ୍ଟ ସିଣ୍ଟାକ୍ସ (Wikitext syntax) ବ୍ୟବହାର ନକରି ମଧ୍ୟ ସମ୍ପାଦକମାନେ ଉଇକିପିଡ଼ିଆ ସମ୍ପାଦନା କରିପାରିବେ । ଭିଜୁଆଲ ଏଡ଼ିଟରରେ ଏକ ୱାର୍ଡ଼ ପ୍ରସେସରରେ ଲେଖିବା ଭଳି ହୋଇଥାଏ, ଏଥିରେ ଟାଇପ କରିବା ସଙ୍ଗେ ସଙ୍ଗେ ସଜାଣି ହୋଇଯାଇଥାଏ ।
ଉଇକିମିଡ଼ିଆ ଫାଉଣ୍ଡେସନ "ବିଟା" ସଂସ୍କରଣଟି ସମସ୍ତ ବ୍ୟବହାରକାରୀଙ୍କ (ଲଗ ଆଉଟ କରିଥିବା ଓ ଅଜଣା ସଭ୍ୟଙ୍କ ପାଇଁ ମଧ୍ୟ) ପାଇଁ ଜୁଲାଇ ୨୦୧୩ ସୁଦ୍ଧା ଭିଜୁଆଲ ଏଡ଼ିଟରଟିକୁ ସକ୍ରିୟ କରିବାର ଲକ୍ଷ ରଖିଛନ୍ତି ।[୧] ଭିଜୁଆଲ ଏଡ଼ିଟରର ଏକ A/B ଟେଷ୍ଟ କରିବା ଆମର ଆଗାମୀ ଲକ୍ଷ । ଅଧିକ ଜାଣିବା ପାଇଁ ଏଠାରେ ପଢ଼ିପାରିବେ ।
ନିଜର ମତ-ଅଭିମତ ଦେବାପାଇଁ ଆଲୋଚନା ପୃଷ୍ଠାକୁ ଯାଆନ୍ତୁ ।
ଆଧାର[ସମ୍ପାଦନା]
- ↑ VisualEditor/Parsoid Quarterly Review 2012/13 Q3 slides, March 2013 (PDF)