ଜୀବନସାଥୀ
ଦେଖଣା
| ଜୀବନସାଥୀ | |
|---|---|
| ନିର୍ଦ୍ଦେଶକ | ପ୍ରଭାତ ମୂଖାର୍ଜୀ |
| ପ୍ରଯୋଜକ | ଶ୍ରୀନିବାସ ପାଇକରାୟ |
| କଳାକାର | ଶରତ ପୂଜାରୀ, ଗୀତାଞ୍ଜଳି, ମିନତି ମିଶ୍ର |
| ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯୬୩ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ଜୀବନସାଥୀ ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା । ପୁନର୍ଜନ୍ମ ଉପରେ ଆଧାରିତ ଏହି କଥାଚିତ୍ରରେ ଗୁରୁକୃଷ୍ଣ ଗୋସ୍ୱାମୀ ଓ ନାରାୟଣ ପ୍ରସାଦ ସିଂହ ଗୀତ ଲେଖିଥିଲେ ।[୧] ଏହା ଓଡ଼ିଶା ବାହାରେ (ଶିମଲା) ସୁଟିଂ କରାଯାଇଥିବା ପ୍ରଥମ ଓଡ଼ିଆ କଥାଚିତ୍ର ।[୨][୩] ଏହା ରାଷ୍ଟ୍ରପତିଙ୍କ ରୌପ୍ୟକମଳ ପୁରସ୍କାର ପାଇଥିଲା । [୪]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଜୀବନସାଥୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ "Jeeva Sathi screened". The Hindu. Retrieved 7 January 2015.
- ↑ Maitra, Chandrima. "Classic touch on silver screen". The Hindu. Retrieved 7 January 2015.
- ↑ ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) Archived 2021-01-17 at the Wayback Machine., accessdate: May 19, 2016
- ↑ Ashok Palit. "Facts & Figure about National Award for Odia Film". Orissadiary.com. Retrieved Monday, June 27, 2011.
{{cite news}}: Check date values in:|accessdate=(help)[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜୀବନସାଥୀ