ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା
ଦେଖଣା
| ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା | |
|---|---|
| ନିର୍ଦ୍ଦେଶକ | ବିଶ୍ୱନାଥ ନାୟକ |
| ପ୍ରଯୋଜକ | କୃଷ୍ଣଚନ୍ଦ୍ର ତ୍ରିପାଠୀ |
| କଳାକାର | ବାଉରିବନ୍ଧୁ, ଝରଣା ଦାସ, ଅନୁଭା ଗୁପ୍ତା, ଶରତ ପୂଜାରୀ |
| ସଙ୍ଗୀତ | ନଚିକେତା ଘୋଷ |
ମୁକ୍ତିଲାଭ ତାରିଖ | ୧୯୫୯ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ବିଶ୍ୱନାଥ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା - ୧୯୫୯ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୁଜା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ
[ସମ୍ପାଦନା]ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ନଚିକେତା ଘୋଷ ।
ଗୀତ ସାରଣୀ
| ଗୀତ | ଗୀତିକାର | ଗାୟକ / ଗାୟିକା |
|---|---|---|
| ମୋର ମନ ସିନା କେହି ଜାଣେନା | --- | ସନ୍ଧ୍ୟା ମୁଖାର୍ଜୀ[୧] |
| ଆଜି କାର୍ତ୍ତିକ ପୁନେଇ ଦିନରେ ମାଝି କାତ ମାରି | --- | |
| ଜୟ ତୁ ମହାଲକ୍ଷ୍ମୀ ଜୟ ତୁ ମା | --- | |
| କେତେ ମଜା ଏ ଦୁନିଆ ଭାଇ ମଜା | --- |
ଆଧାର
[ସମ୍ପାଦନା]- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}: Check date values in:|date=and|archivedate=(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା