ନିଶ୍ଚିନ୍ତକୋଇଲି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନିଶ୍ଚିନ୍ତକୋଇଲି
ସହର (ପଞ୍ଚାୟତ ସମିତି)
ଦେଶଭାରତ
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
Area
 • ସମୁଦାୟ3,634 km2 (1,403 sq mi)
Time zoneIST (+୫.୩୦)
ଡାକ କୋଡ଼
୭୫୪୨୦୭
Area code+୦୬୭୧
ଯାନବାହାନ ପଞ୍ଚୀକରଣOR/

ନିଶ୍ଚିନ୍ତକୋଇଲି ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ସହର।[୧]

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୩୦ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । ଏହା ଏକ ଛୋଟ ସହର ।

ସୁବିଧା ସୁଯୋଗ[ସମ୍ପାଦନା]

ଏଠାରେ ଗୋଟିଏ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି[ଆଧାର ଲୋଡ଼ା] । ଏକ ମଧ୍ୟମ ଧରଣର ସହରରେ ମିଳୁଥିବା ସୁବିଧା ସୁଯୋଗ ଯଥା ଚିକିତ୍ସା ପାଇଁ ଡାକ୍ତରଖାନା, ଥାନା, ଡାକଘର, ବ୍ୟାଙ୍କ୍, ଏବଂ ଅନ୍ୟାନ୍ୟ ଛୋଟବଡ଼ ସୁବିଧା ସୁଯୋଗ ଅଛି । ଏଠାରେ ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ମଧ୍ୟ ଅଛି । ଏଠାରେ ବଣଭୋଜି ପାଇଁ କେତେକ ସ୍ଥାନ ଅଛି[ଆଧାର ଲୋଡ଼ା]

ଜୀବନ ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି ।

ଶିକ୍ଷା ଓ ସ୍ୱାସ୍ଥ୍ୟ[ସମ୍ପାଦନା]

ଏଠାରେ ଥିବା ଶିକ୍ଷାନୁଷ୍ଠାନଗୁଡିକ ହେଲା ପିପି ମହାବିଦ୍ୟାଳୟ [୨] ,ନିଶିନ୍ତକୋଇଲି ଉଚ୍ଚବିଦ୍ୟାଳୟ ଇତ୍ୟାଦି ।

ଆଧାର[ସମ୍ପାଦନା]

  1. http://www.census2011.co.in/data/subdistrict/2958-nischintakoili-cuttack-orissa.html

ବାହାର ଆଧାର[ସମ୍ପାଦନା]