ନରେନ୍ଦ୍ରପୁର
Appearance
ନରେନ୍ଦ୍ରପୁର | |
---|---|
ଗ୍ରାମ | |
ରାଜ୍ୟ | ଓଡ଼ିଶା |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪୨୩୯ |
Area code | +୦୬୭୧ |
ଯାନବାହାନ ପଞ୍ଚୀକରଣ | OR/ |
ନରେନ୍ଦ୍ରପୁର ଓଡ଼ିଶାର କଟକ ଜିଲ୍ଲାରେ ଥିବା ଏକ ଗ୍ରାମ।[୧]
ଭୌଗଳିକ ଅବସ୍ଥିତି ଓ ଜଳବାୟୁ
[ସମ୍ପାଦନା]ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକ ଓ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । [୨]
ଦେବଦେବୀ ଓ ମନ୍ଦିର
[ସମ୍ପାଦନା]ଏହି ଗ୍ରାମରେ ଶିବମନ୍ଦିର ଅଛି ଯାହାକି ଚିତ୍ରୋପ୍ତଳା ନଦୀର ମଝିରେ ଅଛି ।
ସୁବିଧା ସୁଯୋଗ
[ସମ୍ପାଦନା]ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।
ଜୀବନ ଜୀବିକା
[ସମ୍ପାଦନା]ଏଠାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି ।