ବ୍ୟବହାରକାରୀ:MKar/ଭୁବନେଶ୍ୱର ପୁସ୍ତକମେଳା
Appearance
ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର (ଆରମ୍ଭ: ୧୯୮୯)
[ସମ୍ପାଦନା]ପୁସ୍ତକମେଳା କମିଟି ପକ୍ଷରୁ ଅର୍ଜ୍ଜିତ ଲାଭାଂଶ ସହାୟତାରେ ୧୯୮୯ ମସିହାଠାରୁ ଜଣେ ଚାଳିଶି ବର୍ଷରୁ କମ୍ ବୟସ୍କ ସାହିତ୍ୟିକଙ୍କୁ ତାଙ୍କ ଅବଦାନ ପାଇଁ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର ଦିଆ ଯାଇଆସୁଛି । ପୁରସ୍କାର ଆକାରରେ ପ୍ରଥମରୁ ପାଞ୍ଚହଜାର ଟଙ୍କା ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଉଥିବା ବେଳେ ୧୯୯୭ ମସିହାଠାରୁ ଏହି ପୁରସ୍କାରର ମୂଲ୍ୟ ଦଶହଜାରକୁ ଓ ୨୦୧୧ ମସିହାରୁ ବୟସସୀମା ୪୫ବର୍ଷକୁ ବୃଦ୍ଧି କରାଯାଇଅଛି ।
- ୨୦୧୮: (୩୫ତମ ଭୁପୁମେ): ପ୍ରତୀକ୍ଷା ଜେନା , ନିଆଁର କୋଲାଜ୍ (କବିତା)
- ୨୦୧୮: (୩୫ତମ ଭୁପୁମେ): ବିରଜା ରାଉତରାୟ, ତାରାଭର୍ତ୍ତି ଆକାଶ (ଗଳ୍ପ)
- ୨୦୧୭: (୩୪ତମ ଭୁପୁମେ) ମୁକୁଲ ମିଶ୍ର, ମୁକୁଲ ମିଶ୍ର (Q63253092) ମେଘମନା (କବିତା)
- ୨୦୧୭: (୩୪ତମ ଭୁପୁମେ) ସୁଶୀଳ କୁମାର ବାଗ୍, ସୁଶୀଳ କୁମାର ବାଗ୍ (Q63881064) ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି (ପ୍ରବନ୍ଧ)
- ୨୦୧୭ (୩୩ତମ ଭୁପୁମେ): ଅମରେଶ ବିଶ୍ୱାଳ, ମଧବିତ୍ତ (ଗଳ୍ପ ସଂକଳନ)
- ୨୦୧୭ (୩୩ତମ ଭୁପୁମେ): କୁମୁଦିନୀ ରାୟ, କୁମୁଦିନୀ ରାୟ (Q56696177) ନଦୀର ଦୁଇକୂଳ (ଗଳ୍ପ ସଂକଳନ)
- ୨୦୧୬ (୩୨ତମ ଭୁପୁମେ):
- ୨୦୧୫ (୩୧ତମ ଭୁପୁମେ): ଅଭୟ ନାରାୟଣ ନାୟକ, ଅଭୟ ନାରାୟଣ ନାୟକ (Q56702458) ଏକାନ୍ତ ଆର୍ତ୍ତି (କବିତା)
- ୨୦୧୫ (୩୧ତମ ଭୁପୁମେ): ଦୀପ୍ତି ମହାନ୍ତି, ଧୋ'ରେ ବାୟା ଧୋ' (ଉପନ୍ୟାସ)
- ୨୦୧୩: ଆଶିଷ ଗଡ଼ନାୟକ, ଭାତ (ଗଳ୍ପ ସଂକଳନ) ; ସସ୍ମିତା ଷଡ଼ଙ୍ଗୀ, ସସ୍ମିତା ଷଡ଼ଙ୍ଗୀ (Q63490717) ନିଃଶ୍ୱାସ ତମ ବଇଁଶୀର ସ୍ୱର (କବିତା ସଂକଳନ)
- ୨୦୧୨: ଦେବାଶିଷ ପାତ୍ର ମୁଦୁଲିଡାର ଲୋକେ, ଲେଖକ -
- ୨୦୧୧: ସୂର୍ଯ୍ୟ ଦେଓ, ସୂର୍ଯ୍ୟ ଦେଓ (Q63490226) ପ୍ରବନ୍ଧ-ଓଡିଆ ସିନେମା, ରୂପ ରୂପାନ୍ତର
- ୨୦୧୦: ଅରବିନ୍ଦ ଧଳ, ଗଳ୍ପ-ଗୋରୀ ଓ ଅନ୍ୟାନ୍ୟ ଗଳ୍ପ
- ୨୦୦୮: (୨୪ତମ ଭୁପୁମେ) ଭାରତ ମାଝୀ, କବିତା-ମହାନଗର ପଦ୍ୟ
- ୨୦୦୭: ନରେନ୍ଦ୍ର ସାହୁ, ନରେନ୍ଦ୍ର ସାହୁ (Q58860611) ଗଳ୍ପ-କିଏ କେତେ ନିଜର
- ୨୦୦୬: ନୀହାର ରଞ୍ଜନ ଦାଶ, କବିତା-ପଖନାପୂଜା, ମମତାମୟୀ ଚୌଧୁରୀ, କବିତା-ଅଦେ୍ର୍ଧକ ଜୀବନ
- ୨୦୦୫: ଚିରଶ୍ରୀ ଇନ୍ଦ୍ରସିଂ, ଗଳ୍ପ-ଉତିଆଣି ସଞ୍ଜ
- ୨୦୦୪: ଦେବପ୍ରସାଦ ଦାଶ, ଲଳିତ ଗଦ୍ୟ ରଚନା-ଦୁଃଖର ଇଲାକା
- ୨୦୦୩: କ୍ଷୀରୋଦ ଦାସ, ଗଳ୍ପ-ନିରବତାର ଭାଷା
- ୨୦୦୨: ବାସୁଦେବ ସୁନାନୀ, କବିତା-ମହୁଲବଣ
- ୨୦୦୧: ପାରମିତା ଶତପଥୀ, ଗଳ୍ପ-ଭାଷାକ୍ଷରା
- ୨୦୦୦: ଭାସ୍କର ମିଶ୍ର, ଭାସ୍କର ମିଶ୍ର (Q63490280) ପ୍ରବନ୍ଧ-ପୁରୀର ମଠ ସଂସ୍କୃତି
- ୧୯୯୯: ଗୌରହରି ଦାସ, ଉପନ୍ୟାସ-ଛାୟା ସୌଧର ଅବଶେଷ
- ୧୯୯୮: ଦେବବ୍ରତ ମଦନରାୟ, ଗଳ୍ପ-ସ୍ୱର୍ଗାରୋହଣ; ଅଭୟ ବାରିକ, ଗଳ୍ପ-ଆଖିର ଆଖିରେ ସମୁଦ୍ର
- ୧୯୯୭: ସୂର୍ଯ୍ୟ ମିଶ୍ର, ସୂର୍ଯ୍ୟ ମିଶ୍ର (Q63507912)କବିତା-ଏକା ଏକା ସହବାସ, ସୁଚେତା ମିଶ୍ର, କବିତା-ଶିଳା ଲିି
- ୧୯୯୬: ଜୟନ୍ତୀ ରଥ, ଗଳ୍ପ-ଶବ୍ଦଖେଳ
- ୧୯୯୫: ସେନାପତି ପ୍ରଦ୍ୟୁମ୍ନ କେଶରୀ, ସେନାପତି ପ୍ରଦ୍ୟୁମ୍ନ କେଶରୀ (Q60608443)କବିତା-ଅଲଗା ଅଯୋଧ୍ୟା
- ୧୯୯୪: ସଦାନନ୍ଦ ତ୍ରିପାଠୀ,ଗଳ୍ପ-ରଙ୍ଗନାଥ ଘଡେଇ
- ୧୯୯୩: ହୃଷୀକେଶ ପଣ୍ଡା, ଉପନ୍ୟାସ-ସୁନାପୁଟର ଲୋକ
- ୧୯୯୨: ମହେନ୍ଦ୍ର କୁମାର ମିଶ୍ର, ପ୍ରବନ୍ଧ-ପଶ୍ଚିମ ଓଡିଶାର ଲୋକ ସଂସ୍କୃତି
- ୧୯୯୧: ସୁନୀଲ କୁମାର ପୃଷ୍ଟି, କବିତା-ଚିହ୍ନା ଚିହ୍ନା ନିର୍ଜନତା
- ୧୯୯୦: ଯଶୋଧାରା ମିଶ୍ର, ଗଳ୍ପ - ଜହ୍ନରାତି
- ୧୯୮୯: ପଦ୍ମଜ ପାଳ, ଉପନ୍ୟାସ-ଦୁର୍ଗତନର ବେଳ
ରବି ପଟ୍ଟନାୟକ ସ୍ମୃତି ପୁରସ୍କାର (ଆରମ୍ଭ: ୧୯୯୨)
[ସମ୍ପାଦନା]- ୨୦୧୮: (୩୫ତମ ଭୁପୁମେ): କ୍ଷୀରୋଦ ବିଶ୍ୱାଳ କ୍ଷୀରୋଦ ବିହାରୀ ବିଶ୍ୱାଳ (Q61844961)[୧]
- ୨୦୧୭ (୩୩ତମ ଭୁପୁମେ): ଜ୍ଞାନୀ ଦେବାଶିଷ ମିଶ୍ର
- ୨୦୧୫ (୩୧ତମ ଭୁପୁମେ): ଶୁଭ୍ରାଂଶୁ ପଣ୍ଡା
- ୨୦୧୩: ବିବିଧ ବିଶ୍ୱ ଗଳ୍ପ:ମଣିଷ ଭୁଲ କରେ କାହିଁକି
- ୨୦୧୨: ଏଲୋରା ମିଶ୍ର ଗଳ୍ପ: ଦେବଦାସୀ
- ୨୦୧୧: ସୁନନ୍ଦା ପ୍ରଧାନ ସୁନାପାଉଁଜି ଦି ସନ୍ଡେ ଇଣ୍ଡିଆନ (ଅକ୍ଟୋବର ୨୦୧୦)
- ୨୦୧୦: ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର (Q63549449); ଡମ୍ବରୁ –
- ୨୫ତମ ୨୦୦୮ କାହାରିକୁ ଦିଆଯାଇ ନାହିଁ (ନଭେମ୍ବର ୭ ତାରିଖ ଠାରୁ ୧୮ ତାରିଖ)
- ୨୦୦୮: (୨୪ତମ ଭୁପୁମେ) ସୁଜିତ କୁମାର ପଣ୍ଡା ଶ୍ରେୟ, ସଚିତ୍ର ବିଜୟା, ମେ
- ୨୦୦୭: ରଞ୍ଜନ ପ୍ରଧାନ, ରଞ୍ଜନ ପ୍ରଧାନ (Q61915792) ବାପା, ଲେଖାଲେଖି ପତ୍ରିକା, ଏପ୍ରିଲ୍ ମେ ୨୦୦୬ ପ୍ରକାଶିତ
- ୨୦୦୬: ସୃଷ୍ଟିଶ୍ରୀ ନାୟକ ମହନି, ‘ବିଜୟା’ ଜୁଲାଇ ୨୦୦୫ ସଂଖ୍ୟା
- ୨୦୦୫: ସରୋଜ ବଳ ନାସ୍ତା
- ୨୦୦୪: ରାଜିବ ଗୋପାଳ ସ୍ୱାଇଁ ବୁଢା
- ୨୦୦୩: ବିରଜା ରାଉତରାୟ ବସ୍ତି
- ୨୦୦୨: ଗୌରୀଶଙ୍କର ମହାପାତ୍ର ଅମଣିଷ
- ୨୦୦୧: ମହାଶ୍ୱେତା ସାହୁ ରୀନା
- ୨୦୦୦: ବିଜନବାଳା କାଣ୍ଡି ବିଜନବାଳା ପାଟଯୋଷୀ (Q63550577);ଡାହାଣୀ
- ୧୯୯୯: ହିରଣ୍ମୟୀ ମିଶ୍ର ଛାୟାପଥ
- ୧୯୯୮: ଅରବିନ୍ଦ ଧଳ ସହିଦ୍
- ୧୯୯୭: ସୁବାସ କୁମାର ଲେଙ୍କା କୁଣିଆ
- ୧୯୯୬: ସୁବାସ ସାହୁ ଭକ୍ତା
- ୧୯୯୫: ଶୋଭେନ୍ଦ୍ର ଦାସ ନିବେଦିତା
- ୧୯୯୪: ପ୍ରତ୍ୟୁଷ କୁମାର ପଣ୍ଡା କୌଶସି ଏକ ଅଦ୍ଭୁତ ସେ•ିମେ•ାଲପୋଷା କୁକୁରର ଆତ୍ମହତ୍ୟା ସମ୍ପର୍କରେ
- ୧୯୯୩: ସୁରେଶ ଛୋଟରାୟ ସୁରେଶ ଛୋଟରାୟ (Q97677669)ମୋ ଶବ
- ୧୯୯୨: କୃଷ୍ଣ କୁମାର ମହାନ୍ତି ଜଘନ୍ୟ ଜୀବିକାର ଯବନିକା
ଭୁବନେଶ୍ୱର ପୁସ୍ତକ ମେଳା ଶିଶୁ ସାହିତ୍ୟ ପୁରସ୍କାର (ଆରମ୍ଭ: ୧୯୯୭)
[ସମ୍ପାଦନା]- ୨୦୧୮: (୩୫ତମ ଭୁପୁମେ): ମାନସ ରଞ୍ଜନ ସାମଲ, ଗୀତ ନା ଗପ
- ୨୦୧୭: (୩୪ତମ ଭୁପୁମେ) ସୁରେନ୍ଦ୍ର ନାଥ ଦାଶ, ମେବାର କାହାଣୀ
- ୨୦୧୭ (୩୩ତମ ଭୁପୁମେ): ବୈକୁଣ୍ଠନାଥ ପତି, ମନ ହରସ ପରିବେଶକୁ କରେ ସରସ (କବିତା)
- ୨୦୧୫ (୩୧ତମ ଭୁପୁମେ): କନକ ମଞ୍ଜରୀ ସାହୁ, ବତ୍ରିଶ ସିଂହାସନ କଥା
- ୨୦୧୩: ଗୋପାଳ ଚରଣ ଦାସ, ଚକାଚକା ଭଉଁରୀ
- ୨୦୧୨: ହେମନ୍ତ କୁ. ଛୋଟରାୟ ଦେଶର ସଂପଦ
- ୨୦୧୧: ସୂର୍ଯ୍ୟମଣି ବେହେରା ଅଜାଙ୍କର ବିଜ୍ଞାନ ପେଡି
- ୨୦୧୦: ସରଳା ବେହେରା ଗାଁ ବରଗଛ ଛାଇ
- ୨୦୦୮: (୨୪ତମ ଭୁପୁମେ) କନକ ମିଶ୍ର (? କାନନ ମିଶ୍ର) ମନମଉଜ (କବିତା)
- ୨୫ତମ (୭ ନଭେମ୍ବର - ୧୮ ନଭେମ୍ବର ୨୦୦୮) କାହାରିକୁ ଦିଆଯାଇ ନାହିଁ
- ୨୦୦୭: ପ୍ରଣବ କୁମାର ଘୋଷ ଜୁରାସିକ ପାର୍କର କଥା ଓ କାହାଣୀ (ଗଳ୍ପ) ((ଡଃ ରମେଶଚନ୍ଦ୍ର ପରିଡା??))
- ୨୦୦୬: ଜୟକୃଷ୍ଣ ସାହୁ ଗପ ଶୁଣ ଗୀତରେ (କବିତା)
- ୨୦୦୫: ସୂର୍ଯ୍ୟମଣି ସାମସ୍ତରାୟ ପାଣିବନ - ଆମଜୀବନ
- ୨୦୦୪: ନଦୀୟା ବିହାରୀ ମହାନ୍ତି ଖିରି ଖେଚେଡି (ଗଳ୍ପ)
- ୨୦୦୩: ରମେଶଚନ୍ଦ୍ର ପରିଡା ସପନରୁ ବଳି (ବିଜ୍ଞାନ )
- ୨୦୦୨: କୁଳମଣି ସାମଲ ମହାକାଶ କଥା (ବିଜ୍ଞାନ)
- ୨୦୦୧: ତନୟା ଦାସ ଗୋସ୍ୱାମୀ ଫୁଲପତର (କବିତା)
- ୧୬ଶ ୨୦୦୦ ଦିଆଗଲା ନାହିଁ -
- ୧୯୯୯: ଶରତ କୁମାର ନାଏକ ବାଘଘରେ ମିଟୁ କୁଣିଆ, (ଗଳ୍ପ)
- ୧୯୯୮: ବସନ୍ତ କୁମାର ସାହୁ ଅଗଡ ବଗଡ ଝାଇଁକି ଝୁମ୍ପା (କବିତା)
- ୧୯୯୭: ଦିଲ୍ଲୀପ କୁମାର ସାହୁ ଆଈ ଓ ଟି.ଭି. (କବିତା)
ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ପୁରସ୍କାର (ଆରମ୍ଭ: ୨୦୦୪)
[ସମ୍ପାଦନା]- ୨୦୧୭: (୩୪ତମ ଭୁପୁମେ) ଅରୁଣ ଚନ୍ଦ୍ର ସାହୁ, ମାନବ ସେବାରେ ଉଦ୍ଭିଦ
- ୨୦୧୭ (୩୩ତମ ଭୁପୁମେ): କାର୍ତ୍ତିକ ସ୍ୱାଇଁ, ରକେଟ ଭାଇରେ ରକେଟ ଭାଇ
- ୨୦୧୩: ମାୟାଧର ସ୍ୱାଇଁ ମହାକାଶ ବିଜ୍ଞାନ କଥା
- ୨୦୧୨: ମୁରାରିମୋହନ ଦାଶ ସ୍ୱାସ୍ଥ୍ୟ ସମସ୍ୟା ଓ ତାର ପ୍ରତିକାର
- ୨୦୧୧: ନୀଳାମ୍ବର ବିଶ୍ୱାଳ ଗଣିତ ଛୁଙ୍କ
- ୨୦୧୦: ଗୋଲକ ବିହାରୀ ମିଶ୍ର ଜୀବନ୍ତ ପୃଥିବୀ
- ୨୫ତମ ୨୦୦୮ କାହାରିକୁ ଦିଆଯାଇ ନାହିଁ (ନଭେମ୍ବର ୭ ତାରିଖ ଠାରୁ ୧୮ ତାରିଖ)
- ୨୦୦୮: (୨୪ତମ ଭୁପୁମେ) ସୌମିତ୍ରି ସାମନ୍ତରାୟ ଫଟୋଗ୍ରାଫି
- ୨୦୦୭: ଚିତ୍ତରଞ୍ଜନ ମିଶ୍ର ବିଜ୍ଞାନର ମାନବୀୟ ରୂ
- ୨୦୦୬: ପ୍ରମୋଦ କୁମାର ମହାପାତ୍ର ଓ ଅନସୂୟା ମିଶ୍ର ଜ୍ଞାନ ବିଜ୍ଞାନ
- ୨୦୦୫: ଦେବକାନ୍ତ ମିଶ୍ର ସମସାମୟିକ ପଦାର୍ଥ ବିଜ୍ଞାନ ଓ ଜୈବ ପ୍ରଯୁକ୍ତି ବିଦ୍ୟା
- ୨୦୦୪: ସହଦେବ ସାହୁ ଇଣ୍ଟରନେଟ
ସଚ୍ଚି ରାଉତରାୟ କବିତା ସମ୍ମାନ (ଆରମ୍ଭ: ୨୦୦୫)
[ସମ୍ପାଦନା]- ୨୦୧୭: (୩୪ତମ ଭୁପୁମେ): ମମତା ଦାଶ
- ୨୦୧୪ (୩୦ତମ ଭୁପୁମେ): ଫନୀ ମହାନ୍ତି
- ୨୦୧୩: ହରିହର ମିଶ୍ର
- ୨୦୧୨: ଶରତ ଚନ୍ଦ୍ର ପ୍ରଧାନ
- ୨୦୧୧: ଆଶୁତୋଷ ପରିଡ଼ା
- ୨୦୧୦: ସୌରୀନ୍ଦ୍ର ବାରିକ
- ୨୫ତମ (୭ ନଭେମ୍ବର - ୧୮ ନଭେମ୍ବର ୨୦୦୮) କାହାରିକୁ ଦିଆଯାଇ ନାହିଁ
- ୨୦୦୮: ରବି ସିଂ
- ୨୦୦୭: ବ୍ରଜନାଥ ରଥ
- ୨୦୦୬: ସୌଭାଗ୍ୟ କୁମାର ମିଶ୍ର
- ୨୦୦୫: ରାଜେନ୍ଦ୍ର କିଶୋର ପଣ୍ଡା
ବିଜୟକୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ (ଆରମ୍ଭ: ୨୦୦୬)
[ସମ୍ପାଦନା]- ୨୦୧୭: (୩୪ତମ ଭୁପୁମେ): ସୁଲୋଚନା ଦାଶ
- ୨୦୧୪ (୩୦ତମ ଭୁପୁମେ): ବନଜ ଦେବୀ
- ୨୦୧୩: ଇନ୍ଦିରା ଦାଶ
- ୨୦୧୨: ବିଜୟିନୀ ଦାସ
- ୨୦୧୧: ଭୂପେନ ମହାପାତ୍ର
- ୨୦୧୦: ଜଗଦୀଶ ମହାନ୍ତି
- ୨୫ତମ (୭ ନଭେମ୍ବର - ୧୮ ନଭେମ୍ବର ୨୦୦୮) କାହାରିକୁ ଦିଆଯାଇ ନାହିଁ
- ୨୦୦୮: ଉତ୍ତମ ଚରଣ ପ୍ରଧାନ (? ଉତ୍ତମ କୁମାର ପ୍ରଧାନ)
- ୨୦୦୭: ଦାଶ ବେନହୁର
- ୨୦୦୬ ବିଜୟ ପ୍ରସାଦ ମହାପାତ୍ର
ଉତ୍ତମ ଚରଣ ନାୟକ ଗଳ୍ପ ପୁରସ୍କାର (ଆରମ୍ଭ: ? )
[ସମ୍ପାଦନା]- ୨୦୧୮: (୩୫ତମ ଭୁପୁମେ): ମହାଶ୍ୱେତା ସାହୁ, ପୁନଶ୍ଚ ବଳିଦତ୍ତ
- ୨୦୧୭: (୩୪ତମ ଭୁପୁମେ) ସ୍ୱାଗତିକା ସ୍ୱାଇଁ, ନିକୁଲ
- ୨୦୧୭ (୩୩ତମ ଭୁପୁମେ): ଶୁଭ୍ରାଂଶୁ ଭୂଷଣ ସୂତାର, ସ୍ମୃତି ବିସ୍ମୃତିର ସାତଭାୟା
ଖଗେଶ୍ୱର ମହାପାତ୍ର ସ୍ମୃତି ପୁରସ୍କାର (ଆରମ୍ଭ: ? )
[ସମ୍ପାଦନା]- ୨୦୧୭: (୩୪ତମ ଭୁପୁମେ) ପ୍ରଫୁଲ୍ଲ କୁମାର ତ୍ରିପାଠୀ
ବରେନ୍ଦ୍ର କୃଷ୍ଣ ଧଳ ସ୍ମୃତି ପୁରସ୍କାର (ଆରମ୍ଭ: ? )
[ସମ୍ପାଦନା]- ୨୦୧୮: (୩୫ତମ ଭୁପୁମେ): ରାଜାରାମ ଶତପଥୀ
- ୨୦୧୭: (୩୪ତମ ଭୁପୁମେ) ପ୍ରଦୋଷ ପଟ୍ଟନାୟକ
ପଶ୍ଚିମା ସାହିତ୍ୟ ସମ୍ମାନ
[ସମ୍ପାଦନା]ପଶ୍ଚିମା ଗଳ୍ପ ସମ୍ମାନ (ଆରମ୍ଭ:୨୦୦୯ ?)
[ସମ୍ପାଦନା]- ୨୦୧୮ (୩୫ତମ ଭୁପୁମେ): ଅରବିନ୍ଦ ଦାସ, ବିଧର୍ମୀ
- ୨୦୧୮: ରବି ପଣ୍ଡା ରବି ପଣ୍ଡା (Q40105678): ଖରାରେ ଠିଆ ହୋଇଥିବା ଲୋକ
- ୨୦୧୭ (୩୩ତମ ଭୁପୁମେ): ସଂଗ୍ରାମ ମହାପାତ୍ର: ଉଡ଼ନ୍ତା ବାଘର ପଞ୍ଝା
- ୨୦୧୬: ଅନୀଲ କୁମାର ପାଢ଼ୀ: ନୂଆ ସ୍ୱପ୍ନର ସ୍କେଚ୍
- ୨୦୧୫ (୩୧ତମ ଭୁପୁମେ): କ୍ଷୀରୋଦ ଦାସ: ସତସତିକା ଖେଳ
- ୨୦୧୪: ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ରାଜ୍ୟବର୍ଦ୍ଧନ ଧଳମହାପାତ୍ର (Q61311091): ମାୟାଚିତ୍ର
- ୨୦୧୩: ରଞ୍ଜନ ପ୍ରଧାନ, ରଞ୍ଜନ ପ୍ରଧାନ (Q61915792)
- ୨୦୧୨: ବିଜୟ ପ୍ରଧାନ
- ୨୦୧୦: ଜ୍ୟୋତି ନନ୍ଦ
- ୨୦୦୮: (୨୪ତମ ଭୁପୁମେ) ବୀଣାପାଣି ମହାନ୍ତି (? * ୨୦୦୯)
ପଶ୍ଚିମା କବିତା ସମ୍ମାନ (ଆରମ୍ଭ:୨୦୧୦)
[ସମ୍ପାଦନା]- ୨୦୧୮ (୩୫ତମ ଭୁପୁମେ): କେଦାର ମିଶ୍ର, ପ୍ରେମର ଦୂର ଗୀତ
- ୨୦୧୮: ସେନାପତି ପ୍ରଦ୍ୟୁମ୍ନ କେଶରୀ ସେନାପତି ପ୍ରଦ୍ୟୁମ୍ନ କେଶରୀ (Q60608443): ଭାଜ୍ୟ ଭାଜକ
- ୨୦୧୭ (୩୩ତମ ଭୁପୁମେ): ଅଖିଳ ନାୟକ, ଅଖିଳ ନାୟକ (Q58747929): ଧିକ୍
- ୨୦୧୬: ସୂର୍ଯ୍ୟ ମିଶ୍ର, ସୂର୍ଯ୍ୟ ମିଶ୍ର (Q63507912): ଲିଖିତ ନିରବତା
- ୨୦୧୫ (୩୧ତମ ଭୁପୁମେ): ବିରଜା ବଳ, ବିରଜା ବଳ (Q62597531): ବିରଳ ପ୍ରଜାତି
- ୨୦୧୪: ସୁବ୍ରତ କୁମାର ଜେନା: ରଫଖାତାର ପ୍ରେମିକ
- ୨୦୧୩: ପିନାକୀ ମିଶ୍ର
- ୨୦୧୨: ପବିତ୍ର ମୋହନ ଦାଶ ପବିତ୍ର ମୋହନ ଦାଶ (Q56702407)
- ୨୦୧୧: ଅଜୟ ପ୍ରଧାନ
- ୨୦୧୦: କୁମାର ହସନ୍
ପଶ୍ଚିମା ପ୍ରବନ୍ଧ ସମ୍ମାନ
[ସମ୍ପାଦନା]- ୨୦୧୮ (୩୫ତମ ଭୁପୁମେ): ଇନ୍ଦୁପ୍ରଭା ସାମଲ, ସୃଜନ ସ୍ୱପ୍ନ
- ୨୦୧୮?: ସୂର୍ଯ୍ୟ ଦେଓ, ସୂର୍ଯ୍ୟ ଦେଓ (Q63490226): ଝରାମନ ଝୁରାଗୀତି
- ୨୦୧୭ (୩୩ତମ ଭୁପୁମେ): ପ୍ରିତୀଶ କୁମାର ଆଚାର୍ଯ୍ୟ: ପରିଚିତ ପ୍ରସଙ୍ଗ
- ୨୦୧୬: ଶୈଳେନ୍ଦ୍ର ଦ୍ୱିବେଦୀ: ଗାନ୍ଧୀଙ୍କ ସହ କପେ କଫି
- ୨୦୧୫ (୩୧ତମ ଭୁପୁମେ): ସୁଶିଳ କୁମାର ବାଗ: ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି
- ୨୦୧୪: ସଞ୍ଜୟ ବାଗ: ଲୋକଧାରା
ପଶ୍ଚିମା ଉପନ୍ୟାସ ସମ୍ମାନ
[ସମ୍ପାଦନା]- ୨୦୧୮ (୩୫ତମ ଭୁପୁମେ): ରବି ନାରାୟଣ ଦାଶ, ଡାର୍ଟି ପିକ୍ଚର
- ୨୦୧୮?: ମୌସୁମୀ ପରିଡ଼ା: ଆଲବମ, ଆଇସ୍କ୍ରିମ୍, ଆଇନା
- ୨୦୧୭ (୩୩ତମ ଭୁପୁମେ): ରମାକାନ୍ତ ସାମନ୍ତରାୟ: କିଏ ସାତ କିଏ ସତର
- ୨୦୧୬: ଆଦିତେଶ୍ୱର ମିଶ୍ର: ଗୀତେ କହେ
- ୨୦୧୫ (୩୧ତମ ଭୁପୁମେ): ଅମରେଶ ବିଶ୍ୱାଳ: ମଧ୍ୟବିତ୍ତ
- ୨୦୧୪: ଭୀମ ପୃଷ୍ଟି: କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ
- ↑ "ମଞ୍ଚ ନାଟକ ଅଭିନୟରେ ପରିପକ୍ୱତା ଆଣେ". ଧରିତ୍ରୀ. ୮ ଅଗଷ୍ଟ ୨୦୧୯. p. ୧୨. Retrieved 4 March 2022.
{{cite web}}
: Check date values in:|date=
(help)