ପ୍ରତୀକ୍ଷା ଜେନା
Appearance
ପ୍ରତୀକ୍ଷା ଜେନା | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | କବି |
ଉଲ୍ଲେଖନୀୟ କୃତି | ନିଆଁର କୋଲାଜ |
ପ୍ରତୀକ୍ଷା ଜେନା ଜଣେ ଓଡ଼ିଆ କବି ।[୧][୨]
ରଚନାବଳୀ
[ସମ୍ପାଦନା]- ଦୂର ଅଦୂର
- ନିଆଁର କୋଲାଜ
- ନିଜ ସମ୍ପର୍କରେ କିଛି ଖରାପ କବିତା
- ତୁମ ପାଇଁ ଶେଷ ପ୍ରେମ କବିତା
- ସ୍ତ୍ରୀଲୋକର ଶବ୍ଦାର୍ଥ
- ସାରା ରାସ୍ତା (ଉପନ୍ୟାସ)
- ସୁମି ରାଜପୁତ୍ (୨୦୨୩, କବିତା ସଂକଳନ, ପଶ୍ଚିମା ପ୍ରକାଶନ ଦ୍ୱାରା)
- ଅଦୂର ଅଂଧାର
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଯୁବ ପ୍ରତିଭା ସମ୍ମାନ - ୨୦୧୭ (ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି)[୩]
- ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର - ୨୦୧୮ (ନିଆଁର କୋଲାଜ କବିତା ସଂକଳନ ପାଇଁ)
ଆଧାର
[ସମ୍ପାଦନା]- ↑ "3-day All India Young Writers' Festival gets underway today". www.indianexpress.com. The Indian Express. Archived from the original on 5 March 2022. Retrieved 5 March 2022.
- ↑ "କାନ୍ଭାସ୍ରେ ବିଭୂତି ପଟ୍ଟନାୟକଙ୍କ ଚିତ୍ର ଓ ଚରିତ୍ର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 5 March 2022. Retrieved 5 March 2022.
- ↑ "Two poets to get Yuva Prativa award". www.dailypioneer.com. daily pioneer. Archived from the original on 5 March 2022. Retrieved 5 March 2022.