ଆଶିଷ ଗଡ଼ନାୟକ
ଦେଖଣା
ଆଶିଷ ଗଡ଼ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୭୪ ଢେଙ୍କାନାଳ |
ବୃତ୍ତି | ଗାଳ୍ପିକ ଓ ସମ୍ପାଦକ |
ଭାଷା | ଓଡ଼ିଆ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ଆଶିଷ ଗଡ଼ନାୟକ(ଜନ୍ମ : ୧୯୭୪), ଜଣେ ଓଡ଼ିଆ ଗାଳ୍ପିକ ଓ ସାମ୍ବାଦିକ ।[୧] କଥା ମାସିକ ସାହିତ୍ୟ ପତ୍ରିକାର ସହସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨] ଅନୁବାଦ ସାହିତ୍ୟରେ ମଧ୍ୟ ସେ ସକ୍ରିୟ ।[୩] ସେ ପିଲାଦିନରୁ କବିତା ଲେଖିବା ଆରମ୍ଭ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସମୟରେ ସେ "ଭାତ" ନାମକ ଗପ ଲେଖିଥିଲେ । ସେହି ଗପଟି ୧୯୯୪ମସିହାରେ "କଥା" ପତ୍ରିକାରେ ପ୍ରକାଶିତ ହୋଇଥିଲା ଓ ଏହି ଗପପାଇଁ ସେ "କଥା ନବପ୍ରତିଭା ସମ୍ମାନ" ପାଇଥିଲେ । ଗପର ପୃଷ୍ଟଭୂମୀ ଥିଲା ମଧ୍ୟବୟସ୍କ ମହିଳାଟିଏ ଅନନ୍ୟୋପାୟ ହୋଇ ଦେହ-ବ୍ୟବସାୟକୁ ଆବୋରୀ ନେବାର କଥା ।
ପ୍ରକାଶିତ ପୁସ୍ତକ
[ସମ୍ପାଦନା]ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଟାଇମପାସ ବୁକର ପୁରସ୍କାର - ୨୦୧୯ ( କ୍ରୁଶ ପାଇଁ)[୬]
- କଥା ନବପ୍ରତିଭା ସମ୍ମାନ
- ଟାଇମପାସ ବେଷ୍ଟସେଲର ସମ୍ମାନ
- ଜ୍ଞାନଦା କଥା ସମ୍ମାନ - ୨୦୧୮(ଅଖିଳ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୭]
ଆଧାର
[ସମ୍ପାଦନା]- ↑ http://odishasahityaakademi.org/pdf/sahitya_academi_sl_40.pdf
- ↑ http://www.sambadepaper.com/epaperpdf/16022018/16-md-rkl1-11.pdf[permanent dead link]
- ↑ https://www.telegraphindia.com/1150721/jsp/odisha/story_32702.jsp
- ↑ "କଥା ଝରକା". କଥା ପତ୍ରିକା. ମଇ ୨୦୧୮: ୨୬. Retrieved 22 May 2018.[permanent dead link]
- ↑ http://indianexpress.com/article/news-archive/web/best-young-writers/
- ↑ "ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁ ପାଇବେ 'ଟାଇମପସ ବୁକର ପୁରସ୍କାର'". www.dharitri.com. ଧରିତ୍ରୀ. Archived from the original on 14 February 2022. Retrieved 14 February 2022.
- ↑ . No. ସମ୍ବାଦ ୨୦/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪ http://sambadepaper.com/Details.aspx?id=540361&boxid=326545. Retrieved 20 December 2018.
{{cite news}}
: Missing or empty|title=
(help)[permanent dead link]