ଆଦିତେଶ୍ୱର ମିଶ୍ର

ଉଇକିପିଡ଼ିଆ‌ରୁ
ଆଦିତେଶ୍ୱର ମିଶ୍ର
ଜନ୍ମ
ଆଦିତେଶ୍ୱର ମିଶ୍ର

(1970-01-18) ୧୮ ଜାନୁଆରୀ ୧୯୭୦ (ବୟସ ୫୪)
ଶିମିଳିପଦର, ବୌଦ୍ଧ

ଆଦିତେଶ୍ୱର ମିଶ୍ର(୧୮ ଜାନୁଆରୀ ୧୯୭୦) ଜଣେ ଓଡ଼ିଆ ଗାଳ୍ପିକ । ସେ ୧୯୭୦ମସିହାରେ ବୌଦ୍ଧ ଜିଲ୍ଲାର ଶିମିଳିପଦରଠାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

ଗଳ୍ପ ସଂକଳନ[ସମ୍ପାଦନା]

  • ଗୋଚିନା
  • ଯନ୍ତା ନିଅ ଯନ୍ତା

ଉପନ୍ୟାସ[ସମ୍ପାଦନା]

  • ନୀଳ ଅନ୍ଧାର
  • ଧନୁଯାତ୍ରା
  • ଗୀତେ କହେ
  • ଧାନ ଧାନ ଧାନ[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଶ୍ଚିମା ସମ୍ମାନ(ଭୁବନେଶ୍ୱର ପୁସ୍ତକ ମେଳା) - ୨୦୧୬[୨]
  • ଟାଇମପାସ ବୁକର ସମ୍ମାନ - ୨୦୧୪

ଆଧାର[ସମ୍ପାଦନା]

  1. "କଥା ଝରକା". କଥା ପତ୍ରିକା (ଫେବୃଆରୀ ୨୦୧୮): ୭୮. {{cite journal}}: |access-date= requires |url= (help)
  2. "ଆର୍କାଇଭ୍ କପି". Archived from the original on 2017-01-01. Retrieved 2018-02-07. {{cite web}}: Cite has empty unknown parameter: |1= (help)