ହିରଣ୍ମୟୀ ମିଶ୍ର
ଦେଖଣା
ହିରଣ୍ମୟୀ ମିଶ୍ର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨ ଜୁନ ୧୯୬୮ ଅଚ୍ୟୁତରାଜପୁର ଶାସନ, ବାଣପୁର, ଖୋର୍ଦ୍ଧା |
| ବୃତ୍ତି | ଗାଳ୍ପିକା |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ପିତାମାତା | ମଦନମୋହନ ମିଶ୍ର, ଅନସୂୟା ମିଶ୍ର |
ହିରଣ୍ମୟୀ ମିଶ୍ର (ଜନ୍ମ : ୨ ଜୁନ ୧୯୬୮)[୧] ଜଣେ ଓଡ଼ିଆ ସାହିତ୍ୟିକା ।[୨] ନିଜ ସାହିତ୍ୟିକ କୃତିତ୍ବ ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ହିରଣ୍ମୟୀ ୧୯୬୮ ମସିହା ଜୁନ୍ ମାସ ୨ ତାରିଖରେ ବାଣପୁର ଅନ୍ତର୍ଗତ ଅଚ୍ୟୁତରାଜପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ମଦନମୋହନ ମିଶ୍ର ଜଣେ ଜଣାଶୁଣା ସାହିତ୍ୟିକ ଥିଲେ ଯିଏ ନିଜ ସାହିତ୍ୟିକ କୃତିତ୍ବ ପାଇଁ ଓଡ଼ିଶା ସାହିତ୍ୟ ଏକଡ଼େମୀ ପୁରସ୍କାର ପାଇଥିଲେ । ହିରଣ୍ମୟୀ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର, ସମ୍ବଲପୁର ବିଶ୍ବିଦ୍ୟାଳୟରୁ ନାରୀ ଶିକ୍ଷା ଉପରେ M. Phil ଓ ଇଂଲଣ୍ଡତ ୟର୍କ ବିଶ୍ବବିଦ୍ୟାଳୟରୁ PhD ଲାଭ କରିଥିଲେ । ଅଧ୍ଯାପନ ତାଙ୍କର ବୃତ୍ତି ମାତ୍ର ସାହିତ୍ୟ ସାଧନା ତାଙ୍କର ବ୍ରତ । ତାଙ୍କ କବିତା, ଗଳ୍ପ ଓ ଉପନ୍ୟାସ ଓଡ଼ିଶାର ସବୁ ପତ୍ରପତ୍ରିକାରେ ପ୍ରକାଶିତ ।
ରଚନାବଳୀ
[ସମ୍ପାଦନା]
ଗଳ୍ପ ସଂକଳନ[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
|
କବିତା[ସମ୍ପାଦନା]
ଭ୍ରମଣ କାହାଣୀ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ପ୍ରବନ୍ଧ[ସମ୍ପାଦନା]ବର୍ଣ୍ଣାଳୀର କେତେ ରଙ୍ଗ ସଂପାଦନା[ସମ୍ପାଦନା]
|
ଅନ୍ୟାନ୍ୟ
[ସମ୍ପାଦନା]- Negotiating Privately for an Effective Role in Public Space: A Case Study of Women in Panchayats of Orissa, India[୪]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଫକୀରମୋହନ ଗଳ୍ପ ପୁରସ୍କାର[୫]
- କହ୍ନେଇ କଥା ପୁରସ୍କାର - ୨୦୧୮ (କହ୍ନେଇ କଥା ସଂସଦଦ୍ୱାରା ପ୍ରଦତ୍ତ)[୬]
- ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ, ୨୦୧୭ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
- ରବି ପଟ୍ଟନାୟକ ସ୍ମୃତି ପୁରସ୍କାର, ୧୯୯୯ (ଭୁବନେଶ୍ୱର ପୁସ୍ତକମେଳା କମିଟି ପ୍ରଦତ୍ତ)
- କଥା ନବପ୍ରତିଭା ପୁରସ୍କାର - ୧୯୯୦
- କାଦମ୍ବିନୀ ଗଳ୍ପ ପୁରସ୍କାର
- ଭାରତୀୟ ଭାଷା ପରିଷଦ ପୁରସ୍କାର
- ଟାଇମପାସ ବୁକର ସମ୍ମାନ - ୨୦୧୩
ଆଧାର
[ସମ୍ପାଦନା]- ↑ "ସାହିତ୍ୟ ଓ ସମ୍ପର୍କର ଚିରସ୍ରୋତା ନଈ". dharitriepaper.in. Retrieved 23 May 2021.
- ↑ Orissa General Knowledge. Bright Publications. pp. 92–. ISBN 978-81-7199-574-5.
- ↑ Indian Literature. Sahitya Akademi. July 2008.
- ↑ Hiranmayee Mishra (13 January 2014). Negotiating Privately for an Effective Role in Public Space: A Case Study of Women in Panchayats of Orissa, India. Cambridge Scholars Publishing. pp. 4–. ISBN 978-1-4438-5585-3.
- ↑ "କଥା ଝରକା". କଥା (ଅପ୍ରେଲ ୨୦୧୮): ୨୮. Retrieved 17 April 2018.[permanent dead link]
- ↑ "Mishra to get Kanhei Katha Puraskar". www.dailypioneer.com. Daily Pioneer. Archived from the original on 27 June 2019. Retrieved 27 June 2019.