ଜ୍ଞାନୀନ୍ଦ୍ର ବର୍ମା

ଉଇକିପିଡ଼ିଆ‌ରୁ
ଜ୍ଞାନୀନ୍ଦ୍ର ବର୍ମା
ଜନ୍ମ ଓ ଜନ୍ମସ୍ଥାନ୧୯୧୬
ମୃତ୍ୟୁ୧୭ ଜୁନ ୧୯୯୦
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ଜ୍ଞାନୀନ୍ଦ୍ର ବର୍ମା (୧୯୧୬- ୧୭ ଜୁନ ୧୯୯୦)[୧]ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ ।

ରଚନାବଳୀ[ସମ୍ପାଦନା]

ଜ୍ଞାନୀନ୍ଦ ବର୍ମାଙ୍କ ଲିଖିତ କିଛି ରଚନାବଳୀ ହେଲା:[୨]

  • ଏକ ରାତ୍ରି
  • ବୋଲେ ହୁଟି
  • କଲରେଇ ଫୁଲ
  • ଜୟଦେବର ନୁତନ କବିତା
  • ଅନନ୍ୟ ପରିକ୍ରମା
  • ଏବଂ ଚନ୍ଦ୍ରର ଫସିଲ ଓ ବୃହନ୍ନଳା
  • ମଧ୍ୟାହ୍ଣ
  • ଉତ୍ତର କ୍ରାନ୍ତି
  • ଏଲୋରାର ଛାୟାବିଥି
  • ଅରଣ୍ୟର କୁଜ୍‌ଝଟିକା
  • ତମସୋ ମା ଜ୍ୟୋତିର୍ଗମୟ

ଅନୁବାଦ[ସମ୍ପାଦନା]

ସେ ଏଜରା ପାଉଣ୍ଡ, ବାଲ୍ଟ ହ୍ୱାଇଟମ୍ୟାନ, ଟି. ଏସ. ଇଲିଅଟ, ଏମିଲି ଜୋଲା ଓ ମରିସ ମେଟର୍ଲିଙ୍କ କବିତା ଅନୁବାଦ କରିଥିଲେ ।[୩]

  • ଅନ୍ୟାନ୍ୟ କବିତା, ମୂଳ ଲେଖା: Other Poems
  • ଆଲଫ୍ରେଡ଼ ପୃଫ୍ରୋକଙ୍କ ପ୍ରେମ ସଙ୍ଗୀତ, ମୂଳ ଲେଖା: The Love Song of Alfred Prufrock
  • ଜରାଗମ, ମୂଳ ଲେଖା: Gerontion
  • ବୁଧବାର ଉପାସନା, ମୂଳ ଲେଖା: Ash-Wednesday
  • ଜ୍ଞାନ ତପସ୍ୱୀଙ୍କ ଅଭିଯାତ୍ରା, ମୂଳ ଲେଖା: The Journey of the Magi
  • ମେରିନା, ମୂଳ ଲେଖା: Marina
  • ପ୍ରକୃତି ଚିତ୍ର, ମୂଳ ଲେଖା: Landscapes
  • ନିଉ ହାମ୍ପଶାୟର, ମୂଳ ଲେଖା: New Hampshire
  • ଭିର୍ଜିନିଆ: ମୂଳ ଲେଖା: Virginia
  • ଉସ୍କ, ମୂଳ ଲେଖା: Usk
  • ପାହାଡ଼ ନାଟକର ଦୁଇଟି ମିଳିତ କଣ୍ଠଗାନ, ମୂଳ ଲେଖା: Two Choruses From the Rock
  • ପୋଡ଼ାଭୂଇଁ, ୧୯୫୬; ଇଲିଅଟଙ୍କ ଲିଖିତ ଇଂରାଜୀ ବହି "The Waste Land"ର ଓଡ଼ିଆ ଅନୁବାଦ।[୪]
  • ଅନ୍ୟାନ୍ୟ କବିତା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୫୮ 'ସ୍ୱର୍ଣ୍ଣ ଯୁଗର ସନ୍ଧାନ' ପୁସ୍ତକ ନିମନ୍ତେ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୫୮ 'ଏଜରା ପାଉଣ୍ଡ କବିତା' ପୁସ୍ତକ ନିମନ୍ତେ[୫]

ଆଧାର[ସମ୍ପାଦନା]

  1. "ସାମ୍ବାଦିକ, ସାହିତ୍ୟିକ ଜ୍ଞାନୀନ୍ଦ୍ର". ସମ୍ବାଦ. ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼. Retrieved 17 June 2015.
  2. "Verma, Jnanindra 1916 - .*". Open Library. Retrieved 17 June 2015.
  3. Jena, Bidyut Bhusan. "Modern Oriya Literature and Translation Practices" (61: May Jun 2015). Archived from the original on 16 March 2012. Retrieved 17 June 2015. {{cite journal}}: Cite journal requires |journal= (help)
  4. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.