ପ୍ରିୟବ୍ରତ ପାତ୍ର

ଉଇକିପିଡ଼ିଆ‌ରୁ
ପ୍ରିୟବ୍ରତ ପାତ୍ର
ଜନ୍ମ ଓ ଜନ୍ମସ୍ଥାନଜୟନ୍ତ କୁମାର ବିଶ୍ୱାଳ
(1969-01-23) ୨୩ ଜାନୁଆରୀ ୧୯୬୯ (ବୟସ ୫୫)
ଆସ୍କା, ଗଞ୍ଜାମ
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଆଭିଯାତ୍ରୀକ-୨
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪
ସମ୍ପର୍କୀୟବୃନ୍ଦାବନ ପାତ୍ର (ବାପା)
ମନୋରମା ଦେବୀ (ମାଆ)

ପ୍ରିୟବ୍ରତ ପାତ୍ର (ଜନ୍ମ: ୨୩ ଜାନୁଆରୀ ୧୯୬୯) ଜଣେ ଓଡ଼ିଆ ଲେଖକ । ୨୦୧୪ ମସିହାରେ ତାଙ୍କୁ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ଆଭିଯାତ୍ରୀକ-୨ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରିୟବ୍ରତ ପାତ୍ର ୧୯୬୯ ମସିହାର ଜାନୁଆରୀ ୨୩ ତାରିଖରେ ଗଞ୍ଜାମ ଜିଲ୍ଲାଆସ୍କାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବୃନ୍ଦାବନ ପାତ୍ର ଓ ମାଆଙ୍କ ନାମ ମନୋରମା ଦେବୀ । ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ପରେ ୧୯୯୨ ମସିହାରେ ସେ ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ମୌସୁମୀ ଚୌଧୁରୀଙ୍କୁ ବିବାହ କରିଛନ୍ତି ।[୨]

ରଚନାବଳୀ[ସମ୍ପାଦନା]

  • ଅନୁଭବୀର ଭାରତ
  • ଆଭିଯାତ୍ରୀକ-୧ (ଜୀବନ ଓ ଭ୍ରମଣ ସାହିତ୍ୟ)
  • ଆଭିଯାତ୍ରୀକ-୨ (ଜୀବନ ଓ ଭ୍ରମଣ ସାହିତ୍ୟ)
  • ଭାରତ ଏ ତୃଷ୍ଣା
  • ହମିଦା ବୋଟ୍ ହାଉସ୍
  • ଅଭୁଲା କାଶ୍ମୀର
  • ମେଘନା (ଉପନ୍ୟାସ)

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ପ୍ରିୟବ୍ରତ ପାତ୍ରଙ୍କ ସହ ସାକ୍ଷାତକାର". ସମ୍ବାଦ (in Odia). 2 October 2022. p. 9. Archived from the original on 26 January 2023. Retrieved 26 January 2023.{{cite news}}: CS1 maint: unrecognized language (link)
  2. "Authorspress". authorspressbooks.com (in English). AuthorsPress India. Retrieved 26 January 2023.{{cite web}}: CS1 maint: unrecognized language (link)
  3. "୨୦୧୧, ୨୦୧୨ ଓ ୨୦୧୩ ମସିହାରେ ପ୍ରକାଶିତ ୨୦୧୪ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 4 December 2022. Retrieved 24 January 2023.