Jump to content

ବିଦ୍ୟୁତପ୍ରଭା ଦେବୀ

ଉଇକିପିଡ଼ିଆ‌ରୁ
(Bidyut Prabha Deviରୁ ଲେଉଟି ଆସିଛି)
ବିଦ୍ୟୁତପ୍ରଭା ଦେବୀ
ଜନ୍ମ ଓ ଜନ୍ମସ୍ଥାନ୧୯୨୬
ନାତ୍ରା ଗ୍ରାମ
ମୃତ୍ୟୁ୧୯୭୭
ବୃତ୍ତିଓଡ଼ିଆ କବୟତ୍ରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନବମ ଶ୍ରେଣୀ
ଶିକ୍ଷାନୁଷ୍ଠାନରେଭେନ୍ସା ବାଳିକା ବିଦ୍ୟାଳୟ
ସାହିତ୍ୟ କୃତିସବିତା, ସଞ୍ଚୟନ,ମରିଚିକା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଞ୍ଚୟନ), ୧୯୬୨
ଜୀବନସାଥୀପଞ୍ଛାନନ ମହାନ୍ତି
ସନ୍ତାନସଚ୍ଚିଦାନନ୍ଦ ମହାନ୍ତି[]
ସମ୍ପର୍କୀୟବାସନ୍ତି (ଭଉଣୀ), ପୂଣ୍ୟପ୍ରଭା ଦେବୀ (ଭଉଣୀ)[]

ବିଦ୍ୟୁତପ୍ରଭା ଦେବୀ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା ଥିଲେ । ତାଙ୍କୁ ଶ୍ରେଷ୍ଠ ମହିଳା ଓଡ଼ିଆ କବିମାନଙ୍କ ମଧ୍ୟରେ ଗଣନା କରାଯାଏ ।[][][] ନିଜ କାବ୍ୟ ସଙ୍କଳନ "ସଞ୍ଚୟନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[]

ଜୀବନୀ

[ସମ୍ପାଦନା]

ପ୍ରାରମ୍ଭିକ ଜୀବନୀ

[ସମ୍ପାଦନା]

ବିଦ୍ୟୁତପ୍ରଭା ଦେବୀ ଓଡ଼ିଶାର ନାତ୍ରା ଗ୍ରାମରେ ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ପଞ୍ଚାନନ ମହାନ୍ତିଙ୍କୁ ବିବାହ କରିଥିଲେ । ୧୯୫୨ ମସିହାରେ ଏହି ଦମ୍ପତ୍ତିଙ୍କର ପୁଅ ସଚ୍ଚିଦାନନ୍ଦ ଜନ୍ମ ହୋଇଥିଲେ ।

ଶିକ୍ଷା

[ସମ୍ପାଦନା]

ସେ ରେଭେନ୍ସା ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀ ଯାଏଁ ପଢ଼ିଥିଲେ । ପରେ ସେ ଇଂରାଜୀ, ବଙ୍ଗଳା ଭାଷାସହ ବ୍ୟାକରଣ ତଥା କବିତା ରଚନାର ବିଭିନ୍ନ ବିଭବ ଶିକ୍ଷାକରିଥିଲେ ।

ସାହିତ୍ୟ ରଚନା

[ସମ୍ପାଦନା]

ସେ ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡ଼ନାୟକମାୟାଧର ମାନସିଂହ ଆଦିଙ୍କଦ୍ୱାରା ପ୍ରଭାବିତ ହୋଇ ୧୯୪୦ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ । ନିଜ ବଡ଼ ଭଉଣୀ ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ "ସବିତା" ନାମରେ ନିଜର ପ୍ରଥମ କାବ୍ୟ ସଙ୍କଳନ ପ୍ରକାଶ କରିଥିଲେ । ୧୯୫୨ରେ ତାଙ୍କ ପୁଅ ସଚ୍ଚିଦାନନ୍ଦଙ୍କ ଜନ୍ମ ପରେ ସେ ଶିଶୁମାନଙ୍କ ପାଇଁ ଲେଖିବା ଆରମ୍ଭ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

୧୯୭୭ ମସିହାରେ ବିଦ୍ୟୁପ୍ରଭା ଦେବୀଙ୍କର ଦେହାନ୍ତ ହୋଇଥିଲା ।

ଓଡ଼ିଆ ସାହିତ୍ୟକୁ ଅବଦାନ

[ସମ୍ପାଦନା]
  • ସବିତା
  • ମରିଚିକା
  • କନକାଞ୍ଜଳି
  • ସଞ୍ଚୟନ
  • ଝରା ଶିଉଳି

[]

  • ବିଦ୍ୟୁତ ପ୍ରଭା ଗ୍ରନ୍ଥାବଳୀ

ପୁରସ୍କାର ଓ ସ୍ୱୀକୃତି

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଞ୍ଚୟନ), ୧୯୬୨ [][]
  1. http://www.hindu.com/2004/12/13/stories/2004121310960500.htm
  2. http://www.telegraphindia.com/1110701/jsp/orissa/story_14181981.jsp
  3. Signifying the Self: Women and Literature. Macmillan India. 1 January 2004. pp. 274–. ISBN 978-1-4039-2405-6. Retrieved 20 July 2013.
  4. Kabi Bidyutprabhā. Bidyutprabhā Smaraṇikā Kamiṭi. 1978. Retrieved 20 July 2013.
  5. Sachidananda Mohanty (2005). Early Women's Writings in Orissa, 1898-1950: A Lost Tradition. SAGE Publications. pp. 239–. ISBN 978-0-7619-3308-3. Retrieved 20 July 2013.
  6. http://orissa.gov.in/e-magazine/orissaannualreference/ORA-2004/pdf/orissa_sahitya_akademi_awarded-books-and_writers.pdf
  7. http://catdir.loc.gov/catdir/toc/ecip051/2004022810.html
  8. http://www.museindia.com/authprofile.asp?id=472[permanent dead link]
  9. http://www.odiasahitya.com/members/memberprofile/?member=Bidyutprava+Devi