ଅଜୟ ସ୍ୱାଇଁ

ଉଇକିପିଡ଼ିଆ ରୁ
(Ajay Swain ରୁ ଲେଉଟି ଆସିଛି)
Jump to navigation Jump to search
ଅଜୟ ସ୍ୱାଇଁ
Ajay Swain at Koraput Literary Festival 2018 organised by Odia Media Private Limited.jpg
ଜନ୍ମ ଓ ଜନ୍ମସ୍ଥାନ୧୯୫୭
ଜୟପୁର,ଖୋର୍ଦ୍ଧା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଅଜୟ ସ୍ୱାଇଁ(ଜନ୍ମ : ୧୯୫୭) ଜଣେ ଓଡ଼ିଆ ଗାଳ୍ପିକ ।[୧][୨] ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଶାଳଉଖୁଡ଼ା
  • ମାମୁଁଘର ଗାଁ
  • ଚରିତ୍ର ଚଉପାଶ
  • ଛପିଛପି ବାସନ୍ତି ରାତି
  • ବାସି ମୋ ହୋଇଲା ଫୁଲଶେଯ[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨ (ଚରିତ୍ର ଚଉପାଶ ପାଇଁ)[୪]

ଆଧାର[ସମ୍ପାଦନା]

  1. http://www.newindianexpress.com/states/odisha/2017/jan/10/national-recognition-for-odia-literature-stressed-1558022.html
  2. http://sahitya-akademi.gov.in/sahitya-akademi/pdf/writers-meet_3-4-august-2017.pdf
  3. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୫ - ଡିସେମ୍ବର ୮ ୨୦୧୭ ପୃଷ୍ଠା ୫. Retrieved 27 November 2017.
  4. http://odishasahityaakademi.org/sahitya-award13.php