ଅଜୟ ସ୍ୱାଇଁ

ଉଇକିପିଡ଼ିଆ‌ରୁ
(Ajay Swainରୁ ଲେଉଟି ଆସିଛି)
ଅଜୟ ସ୍ୱାଇଁ
Born୧୯୫୭
ଜୟପୁର,ଖୋର୍ଦ୍ଧା
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଅଜୟ ସ୍ୱାଇଁ(ଜନ୍ମ : ୧୯୫୭) ଜଣେ ଓଡ଼ିଆ ଗାଳ୍ପିକ ।[୧][୨] ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଶାଳଉଖୁଡ଼ା
  • ମାମୁଁଘର ଗାଁ
  • ଚରିତ୍ର ଚଉପାଶ
  • ଛପିଛପି ବାସନ୍ତି ରାତି
  • ବାସି ମୋ ହୋଇଲା ଫୁଲଶେଯ[୩]
  • ସବୁଜ ଗପ - ୨୦୧୯[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.newindianexpress.com/states/odisha/2017/jan/10/national-recognition-for-odia-literature-stressed-1558022.html
  2. http://sahitya-akademi.gov.in/sahitya-akademi/pdf/writers-meet_3-4-august-2017.pdf
  3. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୫ - ଡିସେମ୍ବର ୮ ୨୦୧୭ ପୃଷ୍ଠା ୫. Retrieved 27 November 2017.
  4. Ajay Swain (8 December 2019). Ajay Swainnka Sabuja Gapa. Black Eagle Books. ISBN 978-1-64560-050-3.
  5. http://odishasahityaakademi.org/sahitya-award13.php
  6. "ଅଜୟଙ୍କୁ 'ଜଗଦୀଶ କଥା ସମ୍ମାନ'". www.dharitri.com. Archived from the original on 8 June 2021. Retrieved 8 June 2021.