ଅଜୟ ସ୍ୱାଇଁ
ଦେଖଣା
ଅଜୟ ସ୍ୱାଇଁ | |
---|---|
ଜନ୍ମ | ୧୯୫୭ ଜୟପୁର,ଖୋର୍ଦ୍ଧା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଅଜୟ ସ୍ୱାଇଁ(ଜନ୍ମ : ୧୯୫୭) ଜଣେ ଓଡ଼ିଆ ଗାଳ୍ପିକ ।[୧][୨] ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ରଚନାବଳୀ
[ସମ୍ପାଦନା]ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨ (ଚରିତ୍ର ଚଉପାଶ ପାଇଁ)[୬]
- ଅଖିଳ କଥା ସମ୍ମାନ, ୨୦୧୬
- ଜଗଦୀଶ କଥା ସମ୍ମାନ - ୨୦୨୦[୭]
ଆଧାର
[ସମ୍ପାଦନା]- ↑ http://www.newindianexpress.com/states/odisha/2017/jan/10/national-recognition-for-odia-literature-stressed-1558022.html
- ↑ http://sahitya-akademi.gov.in/sahitya-akademi/pdf/writers-meet_3-4-august-2017.pdf
- ↑ Samata, The (23 April 2023). "ଛପିଛପି ବାସନ୍ତୀରାତି : ମଞ୍ଚଗଢ଼ାରୁ ମଞ୍ଚଭଙ୍ଗାର ଗଦ୍ୟଗୀତି". The Samata. Retrieved 28 August 2024.
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୫ - ଡିସେମ୍ବର ୮ ୨୦୧୭ ପୃଷ୍ଠା ୫. Retrieved 27 November 2017.
- ↑ Ajay Swain (8 December 2019). Ajay Swainnka Sabuja Gapa. Black Eagle Books. ISBN 978-1-64560-050-3.
- ↑ http://odishasahityaakademi.org/sahitya-award13.php
- ↑ "ଅଜୟଙ୍କୁ 'ଜଗଦୀଶ କଥା ସମ୍ମାନ'". www.dharitri.com. Archived from the original on 8 June 2021. Retrieved 8 June 2021.