ଛାତି ତଳେ ଡିଂ ଡଂ
Jump to navigation
Jump to search
ଛାତି ତଳେ ଡିଂ ଡଂ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ସୌମ୍ୟରଞ୍ଜନ ପଟ୍ଟନାୟକ |
ସଂଳାପ | ବସନ୍ତରାଜ ସାମଲ |
କଳାକାର | ସବ୍ୟସାଚୀ ମିଶ୍ର ଅର୍ଚ୍ଚିତା ସାହୁ ବର୍ଷା ପ୍ରିୟଦର୍ଶିନୀ ଶକ୍ତି କପୁର |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଏସ୍. ରଞ୍ଜନ ରାଓ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୯ ଅକ୍ଟୋବର ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଛାତି ତଳେ ଡିଂ ଡଂ, ୨୦୧୬ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।[୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨][୩] ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" କଥାଚିତ୍ରର ଅବଲମ୍ବନରେ ତିଆରି ହୋଇଥିଲା । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିଥିଲା ।[୪] ଓଡ଼ିଆ କଥା ଜଗତରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।[୫]
ଅଭିନୟ[ସମ୍ପାଦନା]
ଗୀତ ଓ ସଙ୍ଗୀତ[ସମ୍ପାଦନା]
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ମଳୟ ମିଶ୍ର ।[୬] ବସନ୍ତରାଜ ସାମଲ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଛନ୍ତି ।[୭]
ଗୀତ | ରଚନା | କଣ୍ଠଦାନ |
---|---|---|
ଘୁମୁରା | ||
ସ୍ଲିମ୍ ଫିଗର୍ ଜିମ୍ ବାଲି | ||
ଯାହାର ଫାଟୁଛି ଫାଟୁ | ||
ଆଖିରେ ହାଣି ଦେଲି ତୁ | ||
ଛାତି ତଳେ ଡିଂ ଡଂ |
ଆଧାର[ସମ୍ପାଦନା]
- ↑ "ମଞ୍ଜରୀ ମୁଭିଜ୍ରେ ସବ୍ୟ-ଅର୍ଚିତା". ସମ୍ବାଦ. 4 September 2016. Retrieved 6 October 2016.
- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.
- ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ ସାହୁ, ଗଣେଶ ପ୍ରସାଦ (4 October 2016). "ରିଲିଜ୍ ହେବାକୁ ଥିବା 'ଛାତି ତଳେ ଡିଙ୍ଗ୍ ଡଙ୍ଗ୍' ଏକ ତେଲୁଗୁ ସିନେମାର କପି". Odisha News 360. Retrieved 6 October 2016.
- ↑ "ଏହି ତିନି ଟପ୍ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା | Sambad". Sambad (in Odia). ଓଡ଼ିଶା. 11 September 2018. Archived from the original on 12 September 2018. Retrieved 12 September 2018.CS1 maint: unrecognized language (link)
- ↑ "Chhati Tale Ding Dong Odia Film Of Sabyasachi, Barsa And Archita". odiainfo.in. Retrieved 6 October 2016.
- ↑ "Chhati Tale Ding Dong Odia Movie of Sabyasachi, Barsa, Archita and Shakti Kapoor". incredibleorissa.com. Retrieved 6 October 2016.
ବାହାର ଆଧାର[ସମ୍ପାଦନା]
- ଛାତି ତଳେ ଡିଂ ଡଂ ଇଣ୍ଟରନେଟ ମୁଭି ଡାଟାବେସରେ