ଲଭ୍ ପାଇଁ କୁଛ୍ ଭି କରେଗା

ଉଇକିପିଡ଼ିଆ‌ରୁ
ଲଭ୍ ପାଇଁ କୁଛ୍ ଭି କରେଗା
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକପୂଜା ଭରଲାୱାଲା
ସଂଳାପରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍, ସୁପ୍ରିୟା ନାୟକ, ମିହିର ଦାସ, ଉଷସୀ ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୭ ଅକ୍ଟୋବର ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ତରଙ୍ଗ ସିନେ ପ୍ରଡକ୍ସନ୍‌ରେ ପୂଜା ଭରଲାୱାଲାଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ପାଇଁ କୁଛ୍ ଭି କରେଗା ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିଲା ।[୧] ଏଇ ଚଳଚ୍ଚିତ୍ରଟି ୨୦୧୬ ଦୁର୍ଗାପୂଜା ଅବସରରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଥିଲେ ନିର୍ମଳ ନାୟକ । ମୁଖ୍ୟ ଭୂମିକାରେ ଅଭିନେତା ବାବୁଶାନ୍ ଓ ନବାଗତା ନାୟିକା ସୁପ୍ରିୟାଙ୍କୁ ଏଇ ଚଳଚ୍ଚିତ୍ରରେ ପ୍ରଥମ କରି ଏକାଠି ଅଭିନୟର ସୁଯୋଗ ମିଳିଥିଲା ।[୨]

ସୁଟିଂ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ନାୟକ ବାବୁଶାନ୍ ଏବଂ ନାୟିକା ସୁପ୍ରିୟାଙ୍କ ମଧ୍ୟରେ କ୍ରିକେଟ ମ୍ୟାଚର ଦୃଶ୍ୟ ରହିଛି । ଏଥିରେ ପାଖାପାଖି ୫୦୦ ଲୋକଙ୍କ ଉପସ୍ଥିତିରେ ଖୋର୍ଦ୍ଧା ବେଗୁନିଆ ନିକଷ୍ଟସ୍ଥ ପାରିଛକ ଗ୍ରାମର ଗୋପୀନାଥ ପୁର ପଡ଼ିଆରେ ଏହି ଦୃଶ୍ୟ ସୁଟିଂ କରାଯାଇଥିଲା । [୩] ଏହି ଚଳଚ୍ଚିତ୍ରର ଶୀର୍ଷକ ଗୀତରେ ୧୦ ବିଦେଶିନୀ ନୃତ୍ୟଙ୍ଗନାଙ୍କ ସ‌ହ ବାବୁଶାନ୍‌ଙ୍କଦ୍ୱାରା ଏକ ନୃତ୍ୟ ରହିଛି ।[୪]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । [୧୦]

ଗୀତ ରଚନା କଣ୍ଠଦାନ
ହୁ ଲାଲା ହୁ ଲାଲା ନିର୍ମଳ ନାୟକ ତିଲକ୍ ଚକ୍ରବର୍ତ୍ତୀ
ଲଭ୍ ପାଇଁ କୁଛ୍ ଭି କରେଗା ନିର୍ମଳ ନାୟକ ସତ୍ୟଜିତ[୧୧]
ଆଜି ମାତିବ ଗବର ସିଂ ନିର୍ମଳ ନାୟକ ତାରିକ୍
ସେହଜାଦି ସେହଜାଦି ନିର୍ମଳ ନାୟକ
ତୋର ପଦିଏ କଥାରେ ମୁଁ ଜିତିବି ହଜାରେ ବାଜି ନିର୍ମଳ ନାୟକ ଶଶାଙ୍କ

ଆଧାର[ସମ୍ପାଦନା]

  1. "ଦଶହରାରେ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ନାହିଁ". ସମ୍ବାଦ. sambad.in. 22 September 2017. Archived from the original on 18 November 2021. Retrieved 18 November 2021.
  2. "ODIA NEW UPCOMING MOVIE – LOVE PAIN KUCH V KAREGA Babusan and Niharika". ମୋ ଓଡ଼ିଶା. Archived from the original on 12 August 2016. Retrieved 4 September 2016.
  3. "ବାବୁଙ୍କ ବ୍ୟାଟିଂ". ସମାଜ. 4 September 2016. Retrieved 4 September 2016.[permanent dead link]
  4. "ବିଦେଶିନୀଙ୍କ ମାୟାରେ ବାବୁଶାନ". ସମାଜ (in ଓଡ଼ିଆ). 11 September 2016. p. ୮. Archived from the original on 11 September 2016. Retrieved 11 September 2016.{{cite news}}: CS1 maint: unrecognized language (link)
  5. "ସୁପ୍ରିୟାଙ୍କୁ ସୁଯୋଗ ପରେ ସୁଯୋଗ". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
  6. "ଆଇଟମ୍ ନମ୍ବରରେ ସୁପ୍ରିୟା". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
  7. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  8. "ମିହିରଙ୍କ ଭଉଣୀ". ସମାଜ ରବିବାର. 20 May 2018. Retrieved 20 May 2018.[permanent dead link]
  9. "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.{{cite news}}: CS1 maint: unrecognized language (link)
  10. Satapathy, Saranga. "Love Pain Kuch Bhi Karega (2016) Original Mp3 Songs Full Movies Video Download". OdiaPk.in. Archived from the original on 21 September 2016. Retrieved 4 September 2016.
  11. "ଲଭ୍ ପାଇଁ". ସମାଜ. 16 October 2016. Retrieved 16 October 2016.[permanent dead link]

ବାହାର ଆଧାର[ସମ୍ପାଦନା]